Daringibadi 1

ପିନ ଗିଳି ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ର ନୋଟିସ୍‌ ବୋର୍ଡରେ ଲାଗିଥିବା ପିନ୍‌ ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତକଙ୍କ ବାପା ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି। ଛାତ୍ର ଜଣଙ୍କ ତୁଷାର ମିଶ୍ର ବୋଲି ଜଣାପଡିଛି । ପୁଅର ମୃତ୍ୟୁ ପାଇଁ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ପ୍ରିନ୍ସିପାଲ ଦାୟୀ ବୋଲି ତୁଷାରଙ୍କ ବାପା କାଳୀପ୍ରସାଦ ମିଶ୍ର ଅଭିଯୋଗ କରିଛନ୍ତି। ତୁଷାରଙ୍କ ଘର ଦାରିଙ୍ଗବାଡ଼ିରେ ହୋଇଥିବାବେଳେ ସେ ମାମୁଘର […]

Read More Text.
Img 20251029 wa0186

73 ବର୍ଷ ରେ ପଦାର୍ପଣ କଲା ଭଂଜପୁର ଜଗଦ୍ଧାତ୍ରୀ ମେଳା 

ଚଳିତ ବର୍ଷ ର ଆକର୍ଷଣ ହାଇଦ୍ରାବାଦସ୍ଥିତ ତେଲେଙ୍ଗାନାର ସଚିବାଳୟ ତୋରଣ ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା – ୨୦୨୫ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଏହି ଉପଲକ୍ଷେ  ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପୂଜାର ବିଭିନ୍ନ କାର୍ଯ୍ୟସୂଚୀ  ବିଷୟରେ  ସୂଚନା ପ୍ରଦାନ କରିଛନ୍ତି I ଚଳିତ ବର୍ଷ  ମା ଜଗଦ୍ଧାତ୍ରୀଙ୍କ ପୂଜା 73 ବର୍ଷ ରେ ପଦାର୍ପଣ  କଲା l ତେଣୁ […]

Read More Text.
Img 20251029 wa0164

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା କର୍ମଶାଳା ଉଦ୍‌ଘାଟିତ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର୍ ବିଜ୍ଞାନ ବିଭାଗ ଦ୍ୱାରା ସାଇବର ସୁରକ୍ଷା ଉପରେ ଏକ ତିନିଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ “ସାଇବର୍ କ୍ରାଇମ୍ ଓ ଡିଜିଟାଲ୍ ଆରେଷ୍ଟ: ଅନଲାଇନ୍ ସୁରକ୍ଷା ପାଇଁ ଆଇନ ଏବଂ ପ୍ରଯୁକ୍ତିର ମାର୍ଗ” ଶୀର୍ଷକ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । […]

Read More Text.
Img 20251029 wa0169

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଦାବୀ ପୂରଣ ନହେଲେ  ଆନ୍ଦୋଳନର ଚେତାବନୀ ବାରିପଦା: ମୁଣ୍ଡାରୀ ଜନଜାତିର ଲୋକଙ୍କର ଦୀର୍ଘ ବର୍ଷର ଦାବୀ ଏବଂ ପ୍ରତିଶୃତି ସତ୍ୱେ କେନ୍ଦ୍ର ସରକାର ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ କୌଣସି ଠୋସ ପଦକ୍ଷେପ ନନେବା ଦୁଃଖ ଏବଂ ପରିତାପର ବିଷୟ. ଏପରିକି ଓଡିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ସରକାର ମାନେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ ମଧ୍ୟ, ମୁଣ୍ଡାରୀ ଭାଷାର […]

Read More Text.
Maa lnkswri 1024x943

ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା : ଏକ ବିଶ୍ଳେଷଣ

ଦୁଷ୍ମନ୍ତ କୁମାର ପଣ୍ଡା, ସଂସ୍କୃତି ଗବେଷକ ମା ଲଙ୍କେଶ୍ବରୀ ଙ୍କ ଇତିହାସ ଅନନ୍ୟ । ମାଆ ଲଙ୍କେଶ୍ଵରୀ ଜନ ମାନସ ର ଆସ୍ଥା ଓ ବିଶ୍ବାସ ର ପ୍ରତୀକ ।ଲଙ୍କେଶ୍ଵରୀଙ୍କ ଅନେକ ଗୂଢ ତଥ୍ୟ ରହିଛି । ମା ଲଙ୍କେଶ୍ୱରି ଙ୍କ ଆଦି ବୃତ୍ତାନ୍ତ ଗଭୀର ଭାବେ କହିବା ମୁଷ୍କିଲ ତଥାପି ଗଭୀର ଅଧ୍ୟୟନ ଏବଂ ଗବେଷଣା ପରେ ମା ଲଙ୍କେଶ୍ବରୀ ଙ୍କ ଇତିହାସ ସମ୍ପର୍କ ରେ କିଛି ତଥ୍ୟ ମିଳିଛି। ଲଙ୍କେଶ୍ଵରୀ ସଂସ୍କୃତି ଓ ଗବେଷଣା […]

Read More Text.
Whatsapp image 2025 10 29 at 2.07.33 pm 1068x601

ବିହାର ବିଧାନସଭା ନିର୍ବାଚନ: ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ

ବିହାର: ମୁଜାଫରପୁରରେ ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ରାହୁଲ ଗାନ୍ଧୀ ମୁଜାଫରପୁରରେ ଏକ ସାଧାରଣ ସଭା ସହିତ ବିହାର ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହିତ ମହାଗଠବନ୍ଧନର ପ୍ରମୁଖ ଚେହେରା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆର୍‌ଜେଡ଼ି ନେତା ତେଜସ୍ୱୀ ଯାଦବ ମଧ୍ୟ ଯୋଗ ଦେଇଥିଲେ। ବିହାରରେ ଭୋଟ୍ ପୂର୍ବରୁ ଆରଜେଡି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାଗଠବନ୍ଧନର ଇସ୍ତାହାର “ବିହାର କା ତେଜସ୍ୱୀ […]

Read More Text.
1222

ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ୯ମୃତ

ଇସ୍ରାଏଲ ଗାଜା ଉପରେ ଏକ ବଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସ୍ରାଏଲ ଆମେରିକାକୁ ସୂଚନା ଦେବା ପରେ ଏହି ଆକ୍ରମଣ କରିଥିଲା । ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ବଡ ବିମାନ ଆକ୍ରମଣ କରିଥିଲା । ଇସ୍ରାଏଲୀ ସେନା ଉପରେ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜା ଉପରେ ତୁରନ୍ତ ଆକ୍ରମଣ କରିବାକୁ ନିର୍ଦେଶ ଦେଇଥିଲେ । ଏହାପୂର୍ବରୁ […]

Read More Text.
President 1

ରାଫେଲରେ ଉଡିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଥମ ରାଷ୍ଟ୍ରପତି ଭାବେ ଆଜି ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ । ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ରାଫେଲରେ ଉଡିଛନ୍ତି ରାଷ୍ଟ୍ରପତି । ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ଉପସ୍ଥିତ ରହିଥିଲେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର । ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡାଣ ଭରିଛନ୍ତି ତାହା ଅପରେସନ ସିନ୍ଦୂର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ୧୭ତମ […]

Read More Text.
Omar

ନ୍ୟାସନାଲ୍ କନଫରେନ୍ସରେ ବଢ଼ୁଛି ତିକ୍ତତା: ଓମାରଙ୍କ ଇସ୍ତଫା ଦାବି କଲେ ଦଳୀୟ ସାଂସଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାରୁ ସେ ଇସ୍ତଫା ଦେବା ଉଚିତ୍ ବୋଲି ଦଳର ଶ୍ରୀନଗର ସାଂସଦ ଆଗା ରୁହୁଲ୍ଲା କହିଛନ୍ତି। ସାଂସଦ ମିଆଁ ଅଲତାଫ୍ ମଧ୍ୟ ଓମାରଙ୍କ ବିଫଳତା ବଖାଣିଛନ୍ତି। ଅନ୍ୟପଟେ ଉଭୟଙ୍କ ବୟାନ ପରେ ଓମାର ନିଜ ଜବାବ ରଖି କହିଛନ୍ତି ଯେ ଦଳର ଉଭୟ ସାଂସଦଙ୍କ ମଧ୍ୟରେ ଅନେକ […]

Read More Text.
Sj 100

ଏସ୍‌ଜେ-୧୦୦ ଯାତ୍ରୀବାହୀ ବିମାନ ନିର୍ମାଣ ଲାଗି ରୁଷ୍‌-ଭାରତ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ତରଫରୁ ରୁଷ୍‌ର ପବ୍ଲିକ ଜଏଣ୍ଟ ଷ୍ଟକ୍‌ କମ୍ପାନୀ ୟୁନାଇଟେଡ୍‌ ଏୟାରକ୍ରାଫ୍ଟ କର୍ପୋରେସନ୍‌ (ପିଜେଏସ୍‌ସି-ୟୁଏସି) ସହ ଚୁକ୍ତି କରାଯାଇଛି। ଏସ୍‌ଜେ-୧୦୦ ନାମକ ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ଏହି ଚୁକ୍ତି ହୋଇଛି। ଗତ ୨୭ରେ ମସ୍କୋରେ ହାଲ୍‌ ତରଫରୁ ପ୍ରଭାତ ରଞ୍ଜନ ଓ ପିଜେଏସ୍‌ସି-ୟୁଏସି ତରଫରୁ ଓଲେଗ୍‌ ବୋଗୋମୋଲୋଭ୍‌ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ସମୟରେ ହାଲ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଡ. ଡିକେ […]

Read More Text.