ୟୁନିଟ୍-୯ ବାଳିକା ବିଦ୍ୟାଳୟରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ
ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର: ରମାକାନ୍ତ ମିଶ୍ର ଭୁବନେଶ୍ୱର, (୨୧/୧୨) : “ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଏବଂ କଠିନ ପରିଶ୍ରମ—ଏହି ତିନୋଟି ଦିଗ ହିଁ ଜୀବନରେ ସଫଳତାର ମୂଳମନ୍ତ୍ର।” ଆଜି ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମ ତଥା ଆଲୋଚନାଚକ୍ରରେ ଏହି ବାର୍ତ୍ତା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଶ୍ମିତା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ […]
Read More Text.