Images

ଆଇଆଇସିଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ

ଅନୁଗୋଳ: ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ।  ଅନୁଗୋଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠିଙ୍କୁ ହତ୍ୟା ଉଦ୍ୟମ । ରାତି ଅଧରେ ବସ ଚଢାଉ ହତ୍ଯା ଉଦ୍ୟମ କଲେ ଦୁର୍ବୃତ୍ତ ।  ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ ।  ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ ।  ବସ […]

Read More Text.
Img 20251220 wa0279 (1)

କେରଳ ପବ୍ଲିକ ସ୍କୁଲର ୨୮ତମ ବାର୍ଷିକ ଊତ୍ସବ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଅସନବଣୀ ଠାରେ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇଥିବା କେରଳ ପବ୍ଲିକ ସ୍କୁଲର ୨୮ତମ ବାର୍ଷିକ ଉତ୍ସବ ପ୍ରିନ୍ସିପାଲ ଗୀତାଞ୍ଜଳୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ମନୋଜ୍ଞ ପରିବେଶ ଭିତରେ ଆୟୋଜିତ ହୋଇଯାଇଛି ।      ଡେପୁଟୀ କଲେକଟର ମାନସ ରଂଜନ ବେହେରା ଓ ଏସ.ଡି.ପି.ଓ. ଗୋକୁଳାନନ୍ଦ ସାହୁ, ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, ଆଇ.ଆଇ.ସି. ଜ୍ୟୋତି ପ୍ରକାଶ ସ୍ୱାଇଁ, ଡାକ୍ତର ସ୍ୱୟମ୍ବର ସିଂହ ଯଥାକ୍ରମେ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି, […]

Read More Text.
Img 20251220 wa0257

 ସନ୍ ସାଇନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ବାଦାମପାହାଡ଼  ସନ୍ ସାଇନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ୧୩୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅନୁଷ୍ଠାନ ର ଅଧ୍ୟକ୍ଷ  ରଞ୍ଜିତ କୁମାର ରାମ ଯୋଗଦେଇ ବିଦ୍ୟାଳୟ ର କ୍ରିଡ଼ା ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ରଞ୍ଜନ […]

Read More Text.
Img 20251221 wa0333

୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଘାଟଶିଳା ଚମ୍ପିୟାନ

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୨ୟ ବାର୍ଷିକ ୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ୭ନଂ ୱାର୍ଡ କାଉନସିଲର ପ୍ରଶାନ୍ତ ବେହେରା ଏହି ମ୍ୟାଚକୁ ଉଦଘାଟନ କରିଥିଲେ I ଫାଇନାଲ ମ୍ୟାଚରେ ସି ଏ ଜି, ଘାଟଶିଳା ୩ ରନରେ ବି ସି ଏ, ବାରିପଦା କୁ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଘାଟସିଳା ୨୦ ଓଭରରେ […]

Read More Text.
Img 20251221 wa0313

ବାରିପଦାରେ ୨ଦିନିଆ ସାଂସଦ ଖେଳ ମହୋତ୍ସବ ଉଦଘାଟିତ 

ବାରିପଦା : ଆଜି ବାରିପଦା ସ୍ଥିତ ଷ୍ଟାଡିୟମ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଆୟୋଜିତ ” ସାଂସଦ ଖେଳ ମହୋତ୍ସବ ” ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଖେଳ ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, […]

Read More Text.
Img 20251220 wa0253

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାଜସେବା ବିଭାଗର ଜାତୀୟ କର୍ମଶାଳା

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସମାଜସେବା ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ କର୍ମଶାଳା ସମାପନ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ “ନିଶାମୁକ୍ତ ପରିବାର ଓ ସମାଜ ଗଠନରେ ଯୁବସମାଜର ଭୂମିକା” ଶୀର୍ଷକ ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି ନିଶାମୁକ୍ତ ସମଜ ସମ୍ବନ୍ଧରେ ବକ୍ତବ୍ୟମାନ ଉପସ୍ଥାପନ କରିଥିଲେ । ପ୍ରଥମ ଦିବସର ଉଦଘାଟନୀ ପର୍ବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ […]

Read More Text.
Photo1

ବନବିଭାଗ ପକ୍ଷରୁ ହାତୀ ସଚେତନତା କାର୍ଯ୍ୟକ୍ରମ

ଆଗରପଡ଼ା: ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ସାହୁ ଙ୍କ ନିର୍ଦ୍ଦେଶରେ ଭଦ୍ରକ ବନାଚଂଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡେଇ ଙ୍କ ତତ୍ତ୍ୱାବଧାନରେ ଆଗରପଡାର ପାଟକନା ଓ ରାଉତୁରାପୁର ଗ୍ରାମରେ ହାତୀ ଠାରୁ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ହାତୀ ପଛରେ ଗୋଡ଼ାନ୍ତୁ ନାହିଁ କି ତାକୁ ବିରକ୍ତି କରନ୍ତୁ ନାହିଁ । ଧାନ ଅମଳକୁ ଶିଘ୍ର ଘରକୁ ନେଇ ଆସନ୍ତୁ । ଭୟଭୀତ ନହୋଇ ହାତୀର ଗତିବିଧି କୁ ବନ […]

Read More Text.
Swami bibekananda sisumandir

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଆଗରପଡ଼ା: ବନ୍ତବ୍ଲକ ରମାଚନ୍ଦ୍ରପୁର ପଂଚାୟତ ଅଧିନ ନିମାପଡ଼ା କପାଳିକ୍ଷେତ୍ରଠାରେ ଅବସ୍ଥିତ ଥିବା ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ପଂଚଦଶ ତମ ବାର୍ଷିକ କ୍ରୀଡ଼ାତ୍ସବ ଦୁଇ ଦିବସ ଧରି ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ କ୍ରୀଡ଼ା ପତାକାକୁ ଉତ୍ତୋଳନ କରି ଏହାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ସଭାପତି ତଥା ପ୍ରାକ୍ତନ ଶିକ୍ଷକ ସୂଯ୍ୟମଣୀ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ସଂପାଦକ ତଥା ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର […]

Read More Text.
Oip 7

ଅଗ୍ନିବୀରଙ୍କୁ ଆଶ୍ବସ୍ତି, ସୀମା ସୁରକ୍ଷା ବଳ ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (Non-Gazetted) ନିଯୁକ୍ତି ନିୟମ, ୨୦୧୫ରେ ସଂଶୋଧନ ମାଧ୍ୟମରେ ଏହି ବୃଦ୍ଧି କରାଯାଇଛି। ପ୍ରଥମ ବ୍ୟାଚର ପୂର୍ବତନ ଅଗ୍ନିବୀରମାନେ ବୟସ ସୀମାରେ ୫ବର୍ଷ […]

Read More Text.
Droupadi murmu

VB G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା ।  VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ।  ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G ।  ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ ଗ୍ୟାରେଣ୍ଟି ମିଳିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ୬୦:୪୦ ଅନୁପାତ ରହିବ । ଯଦି ଧାର୍ଯ୍ୟ ବଜେଟ୍ ରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ, […]

Read More Text.