ଆଜିଠୁ ବର୍ଦ୍ଧିତ ରେଳଭଡା ଲାଗୁ କଲା ଭାରତୀୟ ରେଳବାଇ
ନୂଆଦିଲ୍ଲୀ: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ। ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା ବଢିବ ନାହିଁ। ସାଧାରଣ ବର୍ଗରେ ୧ ଓ ଏସି/ନନ୍ ଏସିରେ ୨ ପଇସା ବୃଦ୍ଧି କଲା ରେଲୱେ। ୨୧ ତାରିଖରେ ଭଡା ବୃଦ୍ଧି ନେଇ ଘୋଷଣା କରାଯାଇଥିଲା। ରେଳବାଇ ସାଧାରଣ ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସମସ୍ତ ବର୍ଗରେ ଭଡା ବୃଦ୍ଧି କରିଛି। ଏହି ବୃଦ୍ଧି ଡିସେମ୍ବର ଆଜିଠାରୁ (୨୬ ତାରିଖ) ଲାଗୁ ହୋଇଛି। ଭାରତୀୟ ରେଳବାଇ ଅନୁସାରେ […]
Read More Text.