ପୋଖରୀ ଭିତରକୁ ପଶିଲା କାର୍, ଦୁଇ ମୃତ
ଭଞ୍ଜନଗର : ପୋଖରୀକୁ ପଶିଗଲା କାର୍ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ନୀଳାଞ୍ଚଳ ପାତ୍ର ଓ ସନ୍ତୋଷ ମହାପାତ୍ର । କାର୍ ଭିତରେ ମୋଟ ୪ ଜଣ ଥିଲେ । ଗାଡିଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାଗ୍ରସ୍ତ […]
Read More Text.