ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ…
ପୁରୀ: ପୁରୀର ଐତିହାସିକ ରାଜପ୍ରାସାଦ ଶ୍ରୀନଅରରେ ସୋମବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଗଜପତି ମହାରାଜାଙ୍କ ଏହି ଦିବ୍ୟ ଅଭିଷେକ ରୀତି ପାଳନ କରାଯାଇଥାଏ ଯାହାକି ତାଙ୍କର ସ୍ଥିତିକୁ ସୁଦୃଢ଼ କରିଥାଏ। ତେବେ ଏହା ଶହଶହ ବର୍ଷ ପୁରୁଣା ପରମ୍ପରା। ଯାହା ମହାରାଜାଙ୍କ ଭୂମିକାକୁ ଦେବତାଙ୍କ ଜୀବନ୍ତ ପ୍ରତିନିଧି ଭାବରେ ଉଜାଗର କରିଥାଏ ଓ “ଚଳନ୍ତି […]
Read More Text.