Caste census

୨୦୨୭ ଜାତୀୟ ଜନ ଗଣନା: ୨୦୨୬ ଏପ୍ରିଲରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା

ଭୁବନେଶ୍ୱର: ଖୁବଶୀଘ୍ର ହେବାକୁ ଯାଉଛି ଓଡ଼ିଶାରେ ଜାତୀୟ ଜନ ଗଣନା । ୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା ପୂର୍ବରୁ ଆରମ୍ଭ ହୋଇଛି ପୂର୍ବ ପରୀକ୍ଷା ଜନଗନଣନା । ପରୀକ୍ଷାମୂଳକ ଭାବେ ୪ଟି ଅଞ୍ଚଳରେ ପ୍ରଥମେ ହେବ ପ୍ରାକ୍ ଜନଗନଣନା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପ୍ରାକ୍ ଗୃହ ଗଣନା ଓ ଗୃହ ତାଲିକା । ସେପଟେ ୨୦୨୭ ଜନଗଣନା […]

Read More Text.
Image 2025 11 18t111519.959

ମାଲକାନଗିରି ସୀମାରେ ଏନକାଉଣ୍ଟର, ୬ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର । ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଟପ୍ ମାଓନେତା ଥିବା ସୂଚନା ମିଳିଛି । ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ଟାରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । […]

Read More Text.
G6baxria8aa1x6p

ଦୁର୍ନୀତିରେ ସରରକାର ବଦନାମ ହେଲେ ବରଦାସ୍ତ କରାଯିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଜିଲ୍ଲାପାଳଙ୍କୁ କିଛି ଟାକ୍ସ ଦେଇଛନ୍ତି । ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତିରେ ସରରକାର ବଦନାମ ହେଲେ ବରଦାସ୍ତ କରାଯିବନି । ଅଧିକ ଫିଲ୍ଡ ଭିଜିଟ୍‌ କରିବାକୁ ପରାମର୍ଶ ଦେଇଛନ୍ତି । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ଜିଲାସ୍ତରରେ ଲୋକଙ୍କ ଅଭିଯୋଗ […]

Read More Text.
Salia sahi

ସାଲିଆ ସାହି ଉଚ୍ଛେଦ ଆରମ୍ଭ, ୫୧୭ ଘର ଭାଙ୍ଗିବ ବିଏମସି

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ମିଳିତ ଟିମ୍ ଉଛେଦ କରିବ ମିଳିତ ଟିମ୍ । ଉଚ୍ଛେଦରେ ବିଏମସି, […]

Read More Text.
Whatsapp i

ସୁଶୀଲ ମେହେର ଧନୁଯାତ୍ରାର ନୂଆ କଂସ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ପରବର୍ତ୍ତୀ କଂସ ଭାବେ ଚୟନ ହୋଇଛନ୍ତି ସୁଶୀଲ ମେହେର । ଚଳିତ ବର୍ଷ ନୂଆ କଂସ ହେବେ ସୁଶୀଲ ମେହେର, ଧନୁଯାତ୍ରା ପାଇଁ କଳାକାର ଚୟନ ଅନୁଷ୍ଠିତ ହୋଇଥିଲା, ଏଥିରେ ବାଜି ମାରିଛନ୍ତି ସୁଶୀଲ, ଏନେଇ ଉପଜିଲ୍ଲାପାଳ ତାଙ୍କ ନାମ ଘୋଷଣା କରିଛନ୍ତି । ୭୮ତମ ଧନୁଯାତ୍ରାରେ ମହାନାୟକ ନାୟକ ହେବେ ସୁଶୀଲ ମେହେର । ୩ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ ଜିଲା ଭେଡେନ ବ୍ଲକ […]

Read More Text.
Images

ଆରପାରିରେ ହ୍ୟୁମାନ, ଜନ୍ମମାଟିରେ ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ବର: ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ […]

Read More Text.
Img 20251117 wa0207

 ମହିଳା ସଶକ୍ତିକରଣ ସମୀକ୍ଷା ବୈଠକ 

ବାରିପଦା: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ   ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାରେ ଆଗାମୀ ସମୟରେ ମହିଳାମାନଙ୍କର କିପରି ଆର୍ଥିକ ଅଭିବୃଦ୍ଧି ଘଟିବ ଯଦ୍ୱାରା ସେମାନେ ଆର୍ଥିକ କ୍ଷେତ୍ରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବ ସେଦିଗରେ ଆଲୋଚନା ହୋଇଛି । ମହିଳାମାନଙ୍କ ବିକାଶ ଦିଗରେ  ଉଭୟ […]

Read More Text.
Img 20251117 wa0186

୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ଉପଲକ୍ଷେ ରକ୍ତଦାନ ଶିବିର

ବାରିପଦା: ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ–୨୦୨୫ ପାଳନ ଅବସରରେ ତା. ୧୭ ନଭେମ୍ବର ୨୦୨୫ ରେ ମୟୂରଭଞ୍ଜ ଉପନିବନ୍ଧକ ସମବାୟ ସମିତି ସମୂହ କାର‌୍ୟ୍ୟାଳୟ ପରିସରରେ, ଉପନିବନ୍ଧକ ଶ୍ରୀ ଅଶୋକ କୁମାର ପାଣିଙ୍କ ପରାମର୍ଶ ଓ ପୌରହିତ୍ୟରେ ଏକ ଜିଲ୍ଲାସ୍ତରୀୟ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ ମାନ୍ୟବର ବିଧାୟକ ସାରସକଣା ଶ୍ରୀଯୁକ୍ତ ଭାଦବ ହାଁସଦା ଙ୍କ ଶୁଭହସ୍ତେ ଉଦ୍ଘାଟନ କରାଯାଇଥିଲା.ସେ ମୟୁରଭଞ୍ଜ ଜିଲ୍ଲା ସମବାୟ ବିଭାଗର ଏହି ଲୋକହିତମୂଳକ ପଦକ୍ଷେପକୁ ପ୍ରସଂଶା କରିଥିଲେ.ଉକ୍ତ […]

Read More Text.
Img 20251117 wa0181

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ଏକତା ପଦଯାତ୍ରା

ବାରିପଦା : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ  “ଏକତା ପଦଯାତ୍ରା ”  ଆୟୋଜିତ ହୋଇଯାଇଛି। ଉକ୍ତ ଏକତା ପଦଯାତ୍ରାକୁ  ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ  ରାଜ୍ୟସଭା ସାଂସଦ  ମମତା ମହାନ୍ତ,  ବିଧାୟକ ବାରିପଦା  ପ୍ରକାଶ ସୋରେନ,  ବିଧାୟକ ସାରସକଣା  […]

Read More Text.
Img 20251117 wa0196

ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ କବାଡି ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୪ ସାମିଲ

 ବାରିପଦା: ଓଡିଶା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଚଳିତ ନଭେମ୍ବର ମାସ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବଣେଇ ଠାରେ ଅନୁଷ୍ଠିତ ହେବ l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱବଧାନରେ ମୟୂରଭଞ୍ଜ ଜିଲ୍ଲାରୁ ୨୪ ଜଣ ଛାତ୍ର ଛାତ୍ରୀ ଯୋଗ ଦେବେ l ବାଳକ ଟିମ ମ୍ୟାନେଜର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ,ଗରୁମହିଷାଣି ର […]

Read More Text.