ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା: ସ୍ଥିତି ପରିଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଖୋର୍ଦ୍ଧା: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସାମ୍ପୁଲ୍ ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍ ଅନୁମାନ କରାଯାଉଛି। ଏହା ଜଳବାହିତ ଖାଦ୍ୟଜନିତ ରୋଗ, ପ୍ରକୃତ କାରଣ ଜଣାପଡ଼ିନି। ୫୦ ପିଲା ଆକ୍ରାନ୍ତ ହୋଇଛନ୍ତି, କିନ୍ତୁ କେହି ଗୁରୁତର ନାହାନ୍ତି। ଆମେ ଘଟଣା ଉପରେ ନଜର ରଖିଛୁ ବୋଲି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସୂଚନା […]
Read More Text.