ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ, ୪ ମାସ ହେଲା କମ୍ପାନୀ ଦେଉନି ଦରମା
ବ୍ରହ୍ମପୁର: ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ । ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ସେଠାରେ ଫସି ରହିଛନ୍ତି । ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି । ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି । ଦୀର୍ଘ ୪ ମାସ ହେଲା କମ୍ପାନୀ ଦରମା ଦେଉନଥିବାବେଳେ ଖାଇବାକୁ ମଧ୍ୟ ଦେଉନାହିଁ । ଏଣ୍ଟର ଇଂଜିନିୟର କମ୍ପାନୀରେ ୧୫ ଶହରୁ ଅଧିକ ଭାରତୀୟ କାମ କରୁଛନ୍ତି । […]
Read More Text.