ବିଭାଜନସ୍ତରୀୟ ପାଣିପଞ୍ଚାୟତ ପକ୍ଷ-୨୦୨୬
ବାରିପଦା : କୃଷି ଓ କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି ।ଜଳ ହିଁ ଜୀବନ ଓ ଶକ୍ତି ।ଜଳର ସଦୁପଯୋଗ, ସୁବ୍ଯବହାର, ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ଉଚିତ ।ଦିନକୁ ଦିନ ଭୂତଳ ଜଳ ହ୍ରାସ ଘଟୁଛି ।ଆଗକୁ ଯଦି ବିଶ୍ଵଯୁଦ୍ଧ ହେବ କେବଳ ଜଳ ପାଇଁ ତେଣୁ ବେଳ ଥାଉଁ ଥାଉଁ ସମସ୍ତେ ସତର୍କ ହେବା ଉଚିତ।ଜମିକୁ ଜଳସେଚନ […]
Read More Text.