ଅଠା ଫ୍ୟାକ୍ଟ୍ରିରେ ବଏଲର ବିସ୍ଫୋରଣ: ୧୫ ମୃତ
ଲାହୋର : ପୂର୍ବ ପାକିସ୍ତାନର ଏକ ଅଠା ଫ୍ୟାକ୍ଟ୍ରିରେ ବଏଲର ବିସେ୍ଫାରଣ ହୋଇଛି । ଏହି ଘଟଣାରେ ଅତିକମରେ ୧୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଫ୍ୟାକ୍ଟ୍ରି ମ୍ୟାନେଜରକୁ ଗିରଫ କରାଯାଇ ମାଲିକଙ୍କୁ ଖୋଜା ଚାଲିଛି । ବିସ୍ଫୋରଣ ହେବା ପରେ ମାଲିକ ଘଟଣା ସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଛନ୍ତି । ତେବେ ବିସ୍ଫୋରଣର କାରଣ ଏଯାଏଁ ଜଣାପଡିନାହିଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, […]
Read More Text.