ଅପରେସନ ସିନ୍ଦୂର ପରେ ପାକିସ୍ତାନ ବଦଳାଇଲା ସମ୍ବିଧାନ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ସମ୍ବିଧାନ ବଦଳାଇଲା ପାକିସ୍ତାନ । ସମ୍ବିଧାନ ଧାରା ୨୪୩ରେ ସଂଶୋଧନ କଲା ପାକ୍ । ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ ଏହି ସୂଚନା ଦେଇଛନ୍ତି । ସିଡିଏସ୍ ଜେନେରାଲ ଚୌହାନ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନର ପ୍ରବଳ କ୍ଷତି କରିଥିଲା । ଯାହା ଫଳରେ ପାକିସ୍ତାନ ନିଜର ସମ୍ବାଧାନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଛି । ପାକିସ୍ତାନ ନିଜର ସମ୍ବିଧାନର ଧାରା ୨୪୩ରେ […]
Read More Text.