ବିଧାୟକଙ୍କ ସ୍କୋର୍ପିଓ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ବାରିପଦା: ଆଜି ରବିବାର ଅପରାହ୍ନ ପାଖାପାଖୀ ପାଞ୍ଚଟା ସମୟରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବିଧାୟକ ଭାଦବ ହାଁସଦା ନିଜ ସ୍କୋର୍ପିଓ (od 05 A K 7493) ଗାଡ଼ିରେ ଉଦଳା ଯାଉଥିବା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଏବଂ ତେରମାଇଲ ମଝିରେ ରାଜ୍ୟ ରାଜପଥ ରେ ଗାଡିର ଡ୍ରାଇଭର ଭରସାମ୍ୟ ହରାଇ ଏକ ଲୁନା ବାଇକକୁ ସାମ୍ନା ପଟୁ ଧକ୍କା ଦେଇଥିଲା l ଫଳରେ ବାଇକରେ ଯାଉଥିବା ସ୍ୱାମୀ ଏବଂ ସ୍ତ୍ରୀ ତଳେ ପଡିଯିବା ସହ […]

Read More Text.

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ 

ବାରିପଦା: ଆଜି ରବିବାର ଦିନ ପୂର୍ବାହ୍ନ ୮.୩୦ମି. ରୁ ଆରମ୍ଭ ହୋଇ ଅପରାହ୍ନ ୨.୦୦ ଘଟିକା ପର୍ଯ୍ୟନ୍ତ ବେତନଟୀ ସ୍ଥିତ ବେତନଟୀ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର  ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ କିଶୋର କୁମାର ମହାନ୍ତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ  ସଞ୍ଜୟ କୁମାର ଚୌଧୁରୀ ଯୋଗ ଦେଇ ଯୁବକ ମାନଙ୍କୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଚାରଧାରାରେ […]

Read More Text.

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୨ୟ ସନ୍ଧ୍ୟା; ମନମୋହିଲା “ଚୁୟା ଚନ୍ଦନ”

ବାରିପଦା :ସ୍ଥାନୀୟ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୨ୟ ସନ୍ଧ୍ୟାରେ ଥିଆଲାଇଟ, କୋଲକାତା ପ୍ରଯୋଜିତ ନାଟକ “ଚୁୟା ଚନ୍ଦନ” ମଞ୍ଚସ୍ଥ ହୋଇଯାଇଛି I ଅତନୁ ସରକାରଙ୍କ ନିର୍ଦ୍ଦେଶିତ ନାଟକରେ ରାଜୀବ ବର୍ଦ୍ଧନ, ପ୍ରବୀର ଆଦିତ୍ୟ, ସମ୍ପା ଦାସ ସରକାର, ଦେବବ୍ରତ ଦାସ, ଆଇସିକି ଘଟକ, ସୌତୀନ୍ଦ୍ର କ୍ରିଷ୍ଣା ଦେବ, ସାମସନ ମାଥିର ଚକ୍ରବର୍ତ୍ତୀ, ସଙ୍କୁ କୁମାର ଦାସ, ଉତ୍ପଲ ରାଜାକ, ସୁକୁମାର ଦାସ, ପରୋମିତା ଦାସ, ସ୍ୱାତୀ […]

Read More Text.

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ବାରିପଦା: ମଦ୍ୟପ ସ୍ୱାମୀ ର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ l ଏହିଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପାଞ୍ଚଗୋଛିଆ ଗ୍ରାମରେ l ଗତକାଲି ବିଳମ୍ବିତ ରା଼ତ୍ରୀରେ ଏହି ଗ୍ରାମର ଶଙ୍କର୍ଷଣ ଧଡ଼ି ମଦପିଇ ଆସି ସ୍ତ୍ରୀ ରାଇବାରୀ ସହ ଝଗଡା କରିଥିଲା l ଦୁହିଁ ଙ୍କ ମଧ୍ୟରେ ଝଗଡା ଅତ୍ୟଧିକ ହେବାରୁ ଶଙ୍କର୍ଷଣ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲା l ଫଳରେ ଏକ ଠେଙ୍ଗାରେ ସ୍ତ୍ରୀ […]

Read More Text.

କଳାର ପୂଜାରୀ ଦେବେନ୍ଦ୍ର

ସ୍ୱପ୍ନ ସାକାର ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ ବନ୍ତ/ଆଗରପଡ଼ା:ଆଗରପଡ଼ା ନିକଟବର୍ତ୍ତୀ ରାଜନଗର ମଙ୍ଗଳପୁର ଗ୍ରାମର ଗୋଟିଏ ଗରିବ ପରିବାରରେ ଦେବେନ୍ଦ୍ର ଯେନାଙ୍କ ଜନ୍ମ । ପିଲାଟି ଦିନରୁ ସଂଗୀତ କଳା ପ୍ରତି ଆଗ୍ରହ ପ୍ରକାଶ କରି କଳା ଜଗତରେ ସଂଗୀତଗୁରୁ ପ୍ରହଲ୍ଲାଦ ପାଣିଗ୍ରାହୀଙ୍କ ପ୍ରେରଣା ,ବାପା ଅନାମ ଯେନା, ମାତା ରଙ୍ଗଲତା ଜେନା ଓ ଅଧ୍ୟାପକ ଗୋବିନ୍ଦ ସାହୁଙ୍କ ପ୍ରଚେଷ୍ଟାରୁ ମାତ୍ର ବାରବର୍ଷ ବୟସରୁ କଳା ଓ କବିତା ଆସରରୁ ସଂଗୀତ କ୍ଷେତ୍ରରେ ନିଜକୁ ହଜାଇ ଦେବା […]

Read More Text.

ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଉତ୍ସବ ପାଳିତ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ପଳଶା ସତ୍ୟସାଇ ଭଜନ ମଣ୍ଡଳୀ ତରଫରୁ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଁ କାରମ, ସୁପ୍ରଭାତମ, ନଗର ସଂକୀର୍ତ୍ତନ, ଷୋଡଶ ଉପଚାର ପୂଜା, ରଥ ଶୋଭାଯାତ୍ରା, ନାରାୟଣ ସେବା, ପୂଜ୍ୟ ପୂଜା, ଭଜନ ସହିତ ୍ୱାଲବିକାଶ ବିକାଶ ପିଲାଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛୟାଳସିଂହ, ସେଣ୍ଡତିରା, ଗଣିଜାଙ୍ଗ, ନିଲୋକ ସମେତ ହଜାର ହଜାର […]

Read More Text.

କେନ୍ଦ୍ରାପଡ଼ାରେ ଭକ୍ତିପୂତ ପରିବେଶରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜୟନ୍ତୀ ପାଳିତ : ପୂଜାର୍ଚ୍ଚନା ସହ ଅସହାୟଙ୍କୁ ସେବା ପ୍ରଦାନ

କେନ୍ଦ୍ରାପଡ଼ା, (ବିକାଶ ବେହେରା): “ମାନବ ସେବା ହିଁ ମାଧବ ସେବା”—ଏହି ମହାନ ଆଦର୍ଶର ପ୍ରତୀକ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ପବିତ୍ର ଜୟନ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସମାଜସେବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ଠାକୁରପଟଣା ସମିତି ଆନୁକୂଲ୍ୟରେ କୁଦାନଗରୀ ଭଜନମଣ୍ଡଳୀ ପରିସରରେ ଏକ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ସମୟରେ ବାବାଙ୍କ ଫଟୋଚିତ୍ର ନିକଟରେ ଷୋଡଶ ଉପଚାର ପୂଜା […]

Read More Text.

୧ହଜାର କିଲୋ ଓଜନର ବୋମା ତିଆରି କଲା ଭାରତ, ପାକିସ୍ତାନର ଉଡିଯିବ ହୋସ

ନୂଆଦିଲ୍ଲୀ: ଭାରତ ନିରନ୍ତର ଭାବରେ ଏହାର ସାମରିକ ପ୍ରଯୁକ୍ତିବିଦ୍ୟାକୁ ଆଧୁନିକୀକରଣ ଏବଂ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଗକୁ ବଢ଼ୁଛି। ଏବେ DRDO ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଭାରତୀୟ ବାୟୁସେନାର Su-30MKI ଲଢ଼ୁଆ ବିମାନରୁ ଦୂରଗାମୀ ଗ୍ଲାଇଡ୍ ବମ୍ ସଫଳତାର ସହ ପରୀକ୍ଷଣ କରାଯାଇଛି। ‘ଗୌରବ’ ନାମକ ଏହି ସ୍ୱଦେଶୀ ଅସ୍ତ୍ର ଦୂରରୁ ସଠିକତାର ସହିତ ଲକ୍ଷ୍ୟକୁ ଧ୍ୱଂସ କରିବାକୁ ସକ୍ଷମ। ‘ଗୌରବ’ ଏକ ଅସ୍ତ୍ର ଯାହା ବହୁତ ଦୂରତାରୁ ଗ୍ଲାଇଡ୍ ହୁଏ ଏବଂ […]

Read More Text.

ପୁଣି ନିର୍ମାଣ ହେବ ବାବ୍ରି ମସଜିଦ: ତୃଣମୂଳ କଂଗ୍ରେସ ନେତା

କୋଲକାତା: ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ୍ କବୀରଙ୍କ ଏକ ବୟାନ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଡିସେମ୍ବର ୬ ତାରିଖରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବାବ୍ରି ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ସେ କହିଛନ୍ତି ଯେ ଏହି ସମାରୋହ ବେଲଡାଙ୍ଗାରେ ଅନୁଷ୍ଠିତ ହେବ ଏବଂ ଅନେକ ମୁସଲିମ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। କବୀର କହିଛନ୍ତି, “ଆମେ ଡିସେମ୍ବର ୬ ତାରିଖରେ ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବୁ। […]

Read More Text.

ଛତିଶଗଡ଼ ଶିକ୍ଷା ବିଭାଗର ଅଜବ ନୀତି: ବୁଲା କୁକୁରଙ୍କ ଉପରେ ନଜର ରଖିବେ ଶିକ୍ଷକ!

ରାୟପୁର: ଛତିଶଗଡ଼ରେ ଶିକ୍ଷା ବିଭାଗ ଦ୍ୱାରା ଜାରି ଏକ ଅଜବ ନିର୍ଦ୍ଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶିକ୍ଷକମାନଙ୍କୁ ବୁଲା କୁକୁରମାନଙ୍କ ଉପରେ ନଜର ରଖିବାର ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି। ଏବେ, ଛତିଶଗଡ଼ର ଶିକ୍ଷକମାନେ ପ୍ରଶ୍ନ କରୁଛନ୍ତି ଯେ ସେମାନେ ପିଲାମାନଙ୍କୁ ପାଠ ପଢ଼ାଇବା ଉଚିତ କି ବୁଲା କୁକୁରମାନଙ୍କ ଉପରେ ନଜର ରଖିବା ଉଚିତ। ଛତିଶଗଡ଼ ଗଣଶିକ୍ଷା ନିର୍ଦ୍ଦେଶାଳୟର ଏହି ନିର୍ଦ୍ଦେଶ ଆଶ୍ଚର୍ଯ୍ୟଜନକ। ଏହି ଡିପିଆଇ ନିର୍ଦ୍ଦେଶ ଅନୁଯାୟୀ, […]

Read More Text.