ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ ବର୍ତ୍ତମାନର ବିଧାନସଭା: ପୂର୍ତ୍ତମନ୍ତ୍ରୀ
ଭୁବନେଶ୍ୱର : ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା । ସନ୍ତକ ହିସାବରେ ବିଧାନସଭାକୁ ରଖାଯିବ । ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ । ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ ଏହାକୁ ବ୍ୟବହାର କରାଯିବ । ଲୋକସେବା ଭବନ ଓ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ ୩୦୦ ଆସନ ବିଶିଷ୍ଟ ନୂତନ ବିଧାନସଭା । ସେପଟେ ନ’ତାଲା, ସେଚ ସଦନ ଓ ରାଜୀବ ଭବନ ଭଙ୍ଗାଯିବ । ଏସବୁ କୋଠାଗୁଡିକ ବିପଦ ସଂକୁଳ […]
Read More Text.