ମେଳାକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୨ ଜୀବନ
ରାଇଘର : ପଡ଼ୋଶୀ ଛତିଶଗଡ଼ ଅନ୍ତର୍ଗତ ପାଖଞ୍ଜର ଠାରେ ଆୟୋଜିତ ମେଳାକୁ ଯାଉଥିବା ଏକ ଯାତ୍ରୀବାହୀ ଗାଡ଼ି କୋମଲପୁର ନିକଟରେ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିl ମୃତକମାନେ ହେଲେ ମାଳତୀ ମଜୁମଦାର ଏବଂ ଓମ୍ ପ୍ରକାଶ। ସୂଚନା ଅନୁଯାଇ ଆଜି ପାଖଞ୍ଜର ମେଳାକୁ ଉଭୟ ଓଭୟ ଓଡ଼ିଶା ଏବଂ ଛତିଶଗଡ଼ର ଲୋକ ଯାଉଥିଲେ। ଏହି ଦଳରେ ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନ ପାଉରବେଲା-୨ ଗ୍ରାମର […]
Read More Text.