ନିଷ୍ପେଷିତ ଠିକାଦାରଙ୍କୁ ସମାନ ଅଧିକାର ପ୍ରଦାନ ନେଇ ଗଠନ ହେବ ଭଞ୍ଜସେନା ଜିଲ୍ଲା ଠିକାଦାର ଶାଖା
ବାରିପଦା : ସବୁ କିଛି ସମ୍ଭାର ଥାଇ ମଧ୍ଯ ଜିଲ୍ଲାରେ ନିଯୁକ୍ତି ର କୌଣସି ସୁଯୋଗ ସମ୍ଭାବନା ନଥିବା ଯୋଗୁଁ ଜିଲ୍ଲାର ଯୁବସମାଜ ଆଜି ବିଷାଦଗ୍ରସ୍ତ |କିଛି ଜଣ ଜିଲ୍ଲା ମଧ୍ୟରେ ରହି ରୋଜଗାର ପାଇଁ ଦିନରାତି ପରିଶ୍ରମ କରୁଥିବା ବେଳେ ଆଉ ବହୁ ବେରୋଜଗାର ରୋଜଗାର ଆଶାରେ ବାହାର ଜିଲ୍ଲା ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି | ତାହାକୁ ଦୃଷ୍ଟିରେ ରଖି ଭଞ୍ଜସେନା ପକ୍ଷରୁ କୃଷକ ମାନଙ୍କର ସମସ୍ୟା ସମାଧାନ ସହିତ”ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ର […]
Read More Text.