ଆଗରପଡ଼ାର ୨ଟି ମନ୍ଦିରରୁ ଚୋରି
ଆଗରପଡ଼ା:ବନ୍ତ ବ୍ଳକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ କୁଆଁଶମଢ଼ିଆ ଗ୍ରାମରେ ଥିବା ରଘୁନାଥଜୀୟୁ ମନ୍ଦିର ଓ ତା ସନ୍ନିକଟରେ ଥିବା ଶିବ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ଜଣାପଡ଼ିଛି ।ଉଭୟ ମନ୍ଦିରର କବାଟ,ଗ୍ରୀଲ୍ କାଟି ଦୁବୃର୍ତ୍ତମାନେ ମନ୍ଦିରକୁ ପଶିଥିଲେ । ଠାକୁରଙ୍କ ରୂପା ବଇଁଶୀ,ମୁକୁଟ ଆଦି ଅଳଙ୍କାରମାନ ସହ ଦାନବାକ୍ସ କୁ ନେଇ ଯାଇଥିବାର ଗ୍ରାମବାସୀମାନେ କହିଛନ୍ତି ।ଏହି ସଂପର୍କରେ ଅଭିଯୋଗ ପାଇ ଥାନାଧିକାରୀ ଦେବରାଜ ଜେନା ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ନିକଟସ୍ଥ […]
Read More Text.