Images (4)

ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ବୋଲି ବୁଧବାର ଘୋଷଣା କରିଛି। ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ। ଯେଉଁସବୁ ରୁଟ୍‌ରେ ଯାତ୍ରୀଙ୍କ ଅଧିକ ଆବଶ୍ୟକତା ରହିଛି ସେହିସବୁ ରୁଟ୍‌ରେ ଏହି ବିମାନ ଉଡାଣ କରାଯିବ। ଅନ୍ୟପଟେ ଇଣ୍ଡିଗୋ ଏୟାର ଲାଇନ୍ସ ଏହାର ବିମାନ ଉଡାଣ ସଂଖ୍ୟା ୪୦୦ରୁ ୫୦୦ କମ୍ କରିବ ବୋଲି କହିଛି। ଯାହା […]

Read More Text.
Images (3)

ଭୋଟ ଚୋରି କରିଥିଲେ ନେହେରୁ ଓ ଇନ୍ଦିରା: ଅମିତ ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଲୋଚନାରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର)କୁ ନେଇ ବିରୋଧୀ ଦଳଗୁଡିକ ମିଥ୍ୟା ପ୍ରଚାର ଚଳାଇଛନ୍ତି। ବିରୋଧୀ ଦଳଗୁଡିକ ନିଜର ନିର୍ବାଚନ ଫାଇଦା ପାଇଁ ନିର୍ବାଚନ ଆୟୋଗଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ନିର୍ବାଚନ ଆୟୋଗ ଯେଉଁ […]

Read More Text.
Accident 3

ଘାଟିରେ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏପର୍ଯ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ବୁଧବାର ଦିନ ହେଲଙ୍ଗ୍-ଚାଗଲାଘମ୍ ରାସ୍ତାର ମେଟେଙ୍ଗଲିଆଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଶ୍ରମିକ […]

Read More Text.

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରୁ ଧରାପଡ଼ିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ: ଧରା ପଡ଼ିଲେ ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଫେରାର ହୋଇଥିବା ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ କରାଯିବ । ପୂର୍ବରୁ ପୋଲିସର ଅନୁରୋଧରେ ସୌରଭ ଏବଂ ଗୌରବ ଲୁଥ୍ରାଙ୍କ ପାସପୋର୍ଟକୁ ରଦ୍ଦ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବୁଧବାର ଗୋଆ ପୋଲିସର ଏକ ଟିମ୍ […]

Read More Text.
Fortune india 2025 05 28 3ayspqlq vikram singh mehta chairman of indigo

କ୍ଷମା ମାଗିଲେ ଇଣ୍ଡିଗୋ ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ ଏବେ ସ୍ୱାଭାବିକ ହୋଇଛି, ପ୍ରତିଦିନ ୧୯୦୦ ରୁ ଅଧିକ ବିମାନ ଚଳାଚଳ କରୁଛି ଏବଂ ସମୟ ଅନୁଯାୟୀ କାର୍ଯ୍ୟଦକ୍ଷତାରେ ଉନ୍ନତି ହେଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଚାଲିଥିବା ସଙ୍କଟ ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଛି। […]

Read More Text.
Accident 3

ବୋଲେରୋ-ଟ୍ରାକ୍ଟର ଧକ୍କା, ୩ ତୀର୍ଥଯାତ୍ରୀ ମୃତ, ୧୧ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଦର୍ଶନ ପାଇଁ ଅଯୋଧ୍ୟା ଆସୁଥିବା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡି ଏକ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି […]

Read More Text.
Cag

ଭୁବନେଶ୍ୱରରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା ନିୟନ୍ତ୍ରକ(CAG)ଙ୍କ ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବାକୁ ସିଏଜି ଅନୁମୋଦନ କରିଛନ୍ତି। ଯାହା ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ ପ୍ରଶାସନକୁ ସୁଦୃଢ଼ ​​କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସରକାରୀ ସୂଚନା ଅନୁଯାୟୀ, ନୂତନ କାର୍ଯ୍ୟାଳୟ ୧୫ ଏପ୍ରିଲ ୨୦୨୬ରୁ କାର୍ଯ୍ୟ ଆରମ୍ଭ କରିବ। ପୂର୍ବାଞ୍ଚଳ ମୁଖ୍ୟାଳୟ ଜଣେ ଉପନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ଡେପୁଟି ସିଏଜି)/ଅତିରିକ୍ତ ଉପ ନିୟନ୍ତ୍ରକ […]

Read More Text.
Appointment

୫୯୧ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୋଟ ୫୯୧ ଜଣ ନୂତନ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।  ଭୁବନେଶ୍ୱରର ଓୟୁଏଟିର କୃଷି ଶିକ୍ଷା ସଦନରେ ୧୩ତମ ନିଜୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ ।   ସରକାରୀ ଚାକିରି ମିଳିଯିବା […]

Read More Text.
Images (2)

ମେଡ଼ିସିନ ଷ୍ଟୋରରେ ବେଆଇନ ମଦ କାରବାର

ଭଦ୍ରକ : ମେଡ଼ିସିନ ଷ୍ଟୋର ଭିତରୁ ବାହାରିଲା ମଦ । ମେଡ଼ିସିନ ଷ୍ଟୋର ଭିତରେ ବେଆଇନ ମଦ କାରବାର। ପୋଲିସ ଡ୍ରଗ ଇନ୍ସପେକ୍ଟରଙ୍କ ମିଳିତ ଚଢ଼ାଉ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ ଠାରେ ଥିବା ଏକ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି। ବିପୁଳ ପରିମାଣରେ ମଦ ଜବତ ହଇଛି। ମେଡ଼ିସିନ ଦୋକାନର ଲାଇସେନ୍ସ ଯାଞ୍ଚ ଚାଲିଛି । ଦୋକାନୀ ଜଣକ କେବେଠାରୁ ମେଡ଼ିସିନ ଦୋକାନ ଭିତରେ ଏହି ବେଆଇନ କାରବାର କରୁଥିଲା ତାର ତଦନ୍ତ ପୋଲିସ […]

Read More Text.

ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲା: ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣା। ଏନ୍‌ଆଇଏ ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ସହ ଏନ୍‌ଆଇଏ ତଦନ୍ତ ଜାରି ରଖିଛି । ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା ଆଣିବା ବେଳେ ସିପିଆଇ ମାଓଇଷ୍ଟ ଟେରର ଅର୍ଗନାଇଜେସନର ସଦସ୍ୟ ମାନେ ଏହାକୁ ଲୁଟ୍ କରିଥିଲେ । ୧୧ ଅଭିଯୁକ୍ତଙ୍କ ନାମ ହେଲା, ଜର୍ଜା […]

Read More Text.