ଗ୍ୟାସ୍ ସଙ୍କଟରୁ ମିଳିବ ମୁକ୍ତି, ଭାରତକୁ ଆସୁଛି ୨ ଟି LPG ଟ୍ୟାଙ୍କର
ନୂଆଦିଲ୍ଲୀ : ଭାରତରେ ଏଲପିଜି ସଙ୍କଟ ବଢୁଥିବା ମଧ୍ୟରେ ଏକ ବଡ଼ ଆଶ୍ବସ୍ତି ଖବର ସାମ୍ନାକୁ ଆସିଛି । ଏହି ସଙ୍କଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଯାହା ପରେ ଇରାନ ୨ଟି ଭାରତୀୟ ଏଲପିଜି ଜାହାଜକୁ ହର୍ମୁଜ ଦେଇ ଆସିବାକୁ ଅନୁମତି ଦେଇଛି । ଏହି ପଦକ୍ଷେପ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାହିଁକିନା ଗତ କିଛି ଦିନ ତଳେ […]
Read More Text.