ଖାଦ୍ୟ ବିଷକ୍ରିୟା, ଚାଲିଗଲା ପରିବାରର ୩ ଜୀବନ
ଢେଙ୍କାନାଳ: ରାତିରେ ପୁରା ପରିବାର ବେଶ ହସ ଖୁସିରେ ଖାଇକି ଶୋଇଲେ କିନ୍ତୁ କିଏ ଜାଣିଥିଲା ସେହି ରାତି ପାଲଟିଯିବ ସେମାନଙ୍କ ପାଇଁ ଶେଷ ରାତି । ଆପଣ ଯଦି ଏପରି କିଛି ଖାଦ୍ୟ ଖାଇ ରାତିରେ ଶୋଉଛନ୍ତି ତେବ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣ ମଧ୍ୟ ପଡ଼ିପାରନ୍ତି ବିପଦରେ । ଫୁଡ଼ ପଏଜନିଙ୍ଗ ହୋଇ ଅକାଳରେ ଚାଲିଗଲା ମାଆ ପୁଅଙ୍କ ଜୀବନ । ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଘଟିଛି ବଡ଼ ଅଘଟଣ […]
Read More Text.