ଉପଖଣ୍ଡ ଚିକିତ୍ସାଳୟରେ କିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ଚିକିତ୍ସା ଆରମ୍ଭ
ବାରିପଦା : ମୟୂରଭଂଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡର କୌଣସି ନା କୌଣସି କାରଣରୁ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି ।ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ।ଏହି ମାରାତ୍ମକ ରୋଗ ଯୋଗୁଁ ବହୁ ଯୁବରୁ ଵୟସ୍କଙ୍କ ଅମୂଲ୍ୟ ଜୀବନ ଅକାଳରେ ଧରି ପଡୁଛି ।ଏହାକୁ ଲକ୍ଷ୍ୟ କରି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଧାୟକ ଜଲେନ ନାଏକ,ଜିଲ୍ଲା ପ୍ରଶାସନ ସମାଜସେବୀ ନବିନ ରାମ, ସାଂସଦ ପ୍ରତିନିଧି […]
Read More Text.