ଖାଇବାକୁ ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ମାଡ଼ !

ଭୁବନେଶ୍ଵର: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ନିର୍ଦ୍ଧୁମ ଛେଚିଲେ ୨ ଯୁବକ । ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ କରିଥିଲେ ହୋଟେଲ ମାଲିକ । ପୋଲିସ ହୋଟେଲରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ଏକ ହୋଟେଲକୁ ଗତକାଲି କିଛି ଗ୍ରାହକ ଖାଇବାକୁ ଆସିଥିଲେ । […]

Read More Text.

ବରିଷ୍ଠ ଆଇନଜୀବୀଙ୍କ ଉପରେ ଏସିଡ୍ ମାଡ଼: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରେ ଏସିଡ୍ ମାଡ଼ କରିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡିର ଡାକାଜୁ ଭେଙ୍କେଟ ରାଓ ଏବଂ ବିଶାଖାପାଟଣାରଡୁଡା ସତୀଶ। ଉଭୟଙ୍କଠାରୁ ଏକ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମସାହି ବାସିନ୍ଦା ହେଉଛନ୍ତି ଆଇନଜୀବୀ ପି ରାମା ରାଓ। ଗତ ୨୦୨୪ ନଭେମ୍ବର ୯ ତାରିଖରେ […]

Read More Text.

ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଲେ ଦୁର୍ବୁତ୍ତ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ । ଅଭିଯୋଗକାରୀ ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଙ୍କ ଜମାଖାତାରୁ ଏହି ପରିମାଣର ଟଙ୍କା ଉଠାଇନେଇଥିବା ସେ କହିଛନ୍ତି । ଏନେଇ ଦିଲୀପ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ ପାତ୍ର ଥାନାରେ ମାମଲା […]

Read More Text.

ଇନ୍ଦିରା ଗାନ୍ଧି ସରକାରରେ ୧୨ ଲକ୍ଷ ଆୟରୁ ୧୦ ଲକ୍ଷ ଟିକସ ଦେବାକୁ ପଡ଼ୁଥିଲା : ମୋଦୀ

ନୂଆଦଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀରେ ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର ଅମଳରେ ବିପୁଳ ପରିମାଣରେ ଟିକସ ଆଦାୟ କରାଯାଉଥିଲା । ନେହେରୁଙ୍କ ସମୟରେ ଆୟର ଏକ ଚତୁର୍ଥାଂଶ ଟିକସ ଦେବାକୁ ପଡ଼ୁଥିବାବେଳେ ଇନ୍ଦିରା ଗାନ୍ଧିଙ୍କ ସମୟରେ ସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କୁ ୯୭.୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା । ସେ କହିଛନ୍ତି ଯେ ତାଙ୍କ ସରକାର ୧୨ […]

Read More Text.

ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ, ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ

କଣ୍ଟାବାଞ୍ଜି: ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ ।  ୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ । ସେମାନଙ୍କ ନିକଟରୁ ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ ହୋଇଛି।  ଗିରଫଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ଭଡ଼ା ଘରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ। କଣ୍ଟାବାଞ୍ଜି ସହର […]

Read More Text.

ଆର କେ ଜୁନିୟର କଲେଜରେ “ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଅର.କେ. ଜୁନିଅର କଲେଜରେ ଯୁବ ରେଡ କ୍ରସ ଶାଖା ପକ୍ଷରୁ ଏକ “ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କଲେଜ ପରିସର ଭିତରେ ଓ ବାହାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାଯାଇଛି। ଏ ଅବସରରେ କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସଭାରେ କଲେଜର ଅଧ୍ୟାପକ ଅଜୟ କୁମାର ଗିରି, […]

Read More Text.

ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଅପମାନଜନକ ଶବ୍ଦ ବ୍ଯବହାର କରିଥିବା ପ୍ରତିବାଦରେ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ତରଫରୁ ସୋନିଆ ଗାନ୍ଧିଙ୍କ ଵକ୍ତଵ୍ଯକୁ ନିନ୍ଦା କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଦଳୀୟ ନେତୃବୃନ୍ଦ କହିଥିଲେ ସେନିଆ ଗାନ୍ଧୀ ଜଣେ ଭାରତର ୧ ନମ୍ବର ନାଗରିକ,ତଥା ଆଦିବାସୀ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଏହା ଏକ ଲଜ୍ଜାଜନକ ମନ୍ତବ୍ୟ । ତେଣୁ […]

Read More Text.

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ହେଁସଡା ଗ୍ରାମ ପଞ୍ଚାୟତର ଖଇରିପାଳ ଗ୍ରାମର ରାଜେନ୍ଦ୍ର ପାତ୍ର(୫୦) ଆଜି ହାଟବାଦଡାରୁ ଘରକୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ହେଁସଡା ପୋଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆଜି ଅପରାହ୍ନ ୩.୩୦ ରୁ ୪ ଟା ପାଖାପାଖି ସମୟରେରାସ୍ତାରେ ଛିଟିକି ପଡିଥାଲୃ ।ତାଙ୍କୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତର କାମନାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ […]

Read More Text.

ଦୁଇ ବାଇକ୍ ମୁହାଁମୁହିଁ; ଜଣେ ମୃତ ଜଣେ ୨ ଗୁରୁତର , ଗୁରୁତର ବାରିପଦା ସ୍ଥାନାନ୍ତର 

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମର ଚୌଧୁରି ଗିରି  ନିଜ ଦୋକାନ ବନ୍ଦ କରି ଆଜି ଅପରାହ୍ନରେ ୪ ଠାରେ ଘରକୁ ଫେରୁଥିବା ସମୟରେ କୁଲଡ଼ିହା କେନାଲ ପାଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଦୁର୍ଘଟଣା ଘଟିଥିଲା । ବାଇକ ରେ ଥିବା ଦୁଇ ଜଣଙ୍କ ସମେତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ୩ ଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲ କୁ ପହଞାଇଥିଲେ । […]

Read More Text.

ଲାଞ୍ଚ ମାମଲାରେ ପୂର୍ବତନ ଏମଭିଆଇ ଙ୍କ ସମେତ ବାପା ମା ଭାଇ ନିର୍ଦୋଷ ରେ ଖଲାସ

ବାରିପଦା: ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ପୁର୍ଣିମା ଜେନା ଏକ ଆୟ ବହିର୍ଭୁତ ମାମଲାର ବିଚାର କରି ଭିଜିଲାନ୍ସ ବିଭାଗ ପକ୍ଷରୁ ପକ୍ଷ କରିଥିବା ନାଲନ୍ଦା ଚେକ ଗେଟ ର ଜୁନିଅର ଏମଭିଆଇ ଓ ତାଙ୍କ ବାପା ମା ଏବଂ ଭାଇ ଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ସୂଚନା ଅନୁସାରେ 2008 ମସିହାରେ ଏମ ଭି ଆଇ ଅମିତ କୁମାର ରଣା ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ନେଇ ଏକ ଭିଜିଲାନ୍ସ ମାମଲା […]

Read More Text.