ଆମେରିକା ସହ ମିନେରାଲ ଡିଲ୍ ପାଇଁ ୟୁକ୍ରେନ ପ୍ରସ୍ତୁତ
ଆମେରିକା ସହ ମିନେରାଲ ଡିଲ୍ ପାଇଁ ୟୁକ୍ରେନ ରାଜି । ଲଣ୍ଡନ ସମ୍ମିଳନୀରେ ଅବସରରେ ଏହା କହିଛନ୍ତି ଜେଲେନସ୍କି । ସେ କହିଛନ୍ତି ଆମେରିକା ସହ ଖଣି ଡିଲ୍ ପାଇଁ ଆମେ ପ୍ରସ୍ତୁତ । ଆମେରିକା ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତ ବୋଲି ମୁଁ ଆଶା କରୁଛି। କାରଣ ଏହା ଏକ ଦ୍ବିପାକ୍ଷିକ କାର୍ଯ୍ୟ । ଦୁଇ ଦିନ ପୂର୍ବରୁ ଟ୍ରମ୍ପଙ୍କ ସହ ଯୁକ୍ତିତର୍କ ପରେ ହ୍ବାଇଟ ହାଉସରୁ ବିଦା ହୋଇଥିଲେ ଜେଲେନସ୍କି । ଖଣି ରାଜିନାମାରେ […]
Read More Text.