ହିଜବୁଲ ଆତଙ୍କବାଦୀ ଗିରଫ: ପାକିସ୍ତାନରେ ପ୍ରଶିକ୍ଷଣ, ମୁରାଦାବାଦରେ କରିଥାଆନ୍ତା ଆକ୍ରମଣ

ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ଆକ୍ରମଣ ଯୋଜନା କରୁଥିବା ଏକ ଆତଙ୍କୀକୁ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ(ଏଟିଏସ)। ଗିରଫ ଆତଙ୍କୀ ହେଉଛି ହିଜବୁଲ ମୁଜ୍ଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସକ୍ରିୟ ସସଦ୍ୟ ଉଲଫତ ହୁସେନ ଓରଫ ମହମ୍ମଦ ସୈଫୁଲଇସଲାମ ଓରଫ ଅଫଜାଲ ଓରଫ ହୁସେନ ମଲିକ। ଏଟିଏସ ସୂଚନା ଅନୁସାରେ, ହୁସେନକୁ ମୁରାଦାବାଦରୁ ଗିରଫ କରଯାଇଛି। ସେ ୨୦୦୨ରୁ ଫେରାର ରହିଥିଲା। ହିଜବୁଲ ମୁଜାହିଦ୍ଦିନର ପାକ୍‌ ଅଧିକୃତ କାଶ୍ମୀରରେ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ […]

Read More Text.

ସାଇବର ଠକେଇ: ୮୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଦିଲ୍ଲୀ ମହିଳା ଗିରଫ

ଭୁବନେଶ୍ୱର : ୮୭ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ଦିଲ୍ଲୀରୁ ଜଣେ ମହିଳାଙ୍କୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ୍‌ । ଗିରଫ ମହିଳା ଜଣକ ଦକ୍ଷିଣ ଦିଲ୍ଲୀର ବନ୍ଦନା ବାୱା ବୋଲି ଚିହ୍ନଟ କରାଯାଇଛି । ତେବେ ମହିଳାଙ୍କ ନିକଟରୁ ତଦନ୍ତକାରୀ ଦଳ ଏକ ମୋବାଇଲ୍ ଫୋନ୍, ୨ଟି ଭାରତୀୟ ସିମ୍ କାର୍ଡ, ଗୋଟିଏ ଆଧାର କାର୍ଡ ଏବଂ ଏକ ପ୍ୟାନ୍ କାର୍ଡ ସମେତ ବିଭିନ୍ନ ଅପରାଧିକ ସାମଗ୍ରୀ ଜବତ କରିଛି । ତଦନ୍ତରୁ ଜଣାପଡିଛି ଯେ, […]

Read More Text.

ରାହୁଲଙ୍କ ମାନସିକ ସ୍ଥିତି ବିଗିଡିଯାଇଛି: ସୁଧାଂଶୁ ତ୍ରିବେଦୀ

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସ ଉପରେ ଦଳୀୟ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନ ପରେ ରାଜନୀତି ଉଷ୍ମ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଅନ୍ୟମାନଙ୍କୁ ଦୋଷ ଦେବା ସହିତ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଲୋକଙ୍କୁ ମଧ୍ୟ ଦୋଷ ଦେବା ଆରମ୍ଭ କରିଛନ୍ତି। ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ କେବଳ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ହିଁ ନିଜ ଦଳର ସଦସ୍ୟଙ୍କୁ ସାର୍ବଜନୀନ ଭାବରେ ଅପମାନିତ କରିପାରିବେ। […]

Read More Text.

ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି

ବ୍ରହ୍ମପୁର: ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା । ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ପ୍ରାୟ ୧କୋଟି ହିତାଧିକାରୀ ପାଇଛନ୍ତି ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । କୋଟିଏ ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଗଲା ୫ ହଜାର କୋଟିରୁ ଅଧିକ ଟଙ୍କା। ଗତ ମାର୍ଚ୍ଚ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିଥିଲା । ପ୍ରାୟ […]

Read More Text.

ଖରିଫ ଋତୁରେ ୧୫.୬୫ ଲକ୍ଷ ଚାଷୀଙ୍କଠାରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନରେ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ବୈଠକରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଏବଂ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ ସକ୍ସେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକର ପ୍ରାରମ୍ଭରେ ପ୍ରମୁଖ ସଚିବ ସିଂହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ […]

Read More Text.

ଗୋଷ୍ଠି ସଂଘର୍ଷ, ୫ ଆହତ, ଜଣେ ଗୁରୁତର

ଖୋର୍ଦ୍ଧା: ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରପୁର ଛକ । ଖୋର୍ଦ୍ଧା ଗୁଣ୍ଡୁରପୁର ଛକରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗଣ୍ଡଗୋଳ ବେଳେ ୨ଟି ବାଇକ୍‌ ପୋଡ଼ିଦେବା ସହ ଟେକାପଥର ମାଡ଼ରେ ଦୁଇ ଗୋଷ୍ଠୀର ୬ ଜଣ ଆହତ ହୋଇଥିବା ନେଇ ଜଣାପଡିଛି । ଦୁଇ ସାହି ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଘଟଣାକୁ ଦୃଷ୍ଟିରେ ରଖି ଗାଁରେ ୩ ପ୍ଲାଟୁନ ପୋଲିସ ମୁତୟନ […]

Read More Text.

ପ୍ରମାଣ ଅଭାବରୁ ନାନାଙ୍କ ଉପରେ ତନୁଶ୍ରୀ ଆଣିଥିବା ଅଭିଯୋଗକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ, #ମିଟୁ ଅଭିଯାନ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇଥିଲା। ଏବେ ଏହି ମାମଲାରେ ଏକ ବଡ଼ ନିଷ୍ପତ୍ତି ଆସିଛି। #ମିଟୁ ମାମଲାରେ ଅଭିନେତା ନାନା ପାଟେକରଙ୍କୁ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ଅନ୍ଧେରୀ କୋର୍ଟ ଏହି ରାୟ ଦେଇଛନ୍ତି। ତନୁଶ୍ରୀ ଦତ୍ତା, ନାନା ପାଟେକରଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। […]

Read More Text.

ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼, ୩ ଆହତ

ବ୍ରହ୍ମପୁର : ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲା ଖଲ୍ଲିକୋଟ ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି । ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ । ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା । ଛୁରାମାଡରେ ୩ ଜଣ ଆହତ ହୋଇଥିବା ବେଳେ, ଜଣେ ଗୁରୁତର ହୋଇ ପଡିଥିଲେ […]

Read More Text.

ସରିଲା ଅନୁଭବ- ଜାଗୃତିଙ୍କ ନିର୍ବନ୍ଧ; ଆସନ୍ତା ୧୧ରେ ପଡିବ ହାତଗଣ୍ଠି !

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି । ଶେଷରେ ଜାଗ୍ରତିଙ୍କ ହାତ ଧରିଲେ ଅନୁଭବ ମହାନ୍ତି । ନିର୍ବନ୍ଧ କଲେ, ମୁଦି ଦିଆନିଆ ହେଲେ। ଆଉ ଦିନ କେଇଟା ପରେ ପଡ଼ିବ ଉଭୟଙ୍କର ହାତ ଗଣ୍ଠି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି। ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ […]

Read More Text.

ମହିଳା ସମୃଦ୍ଧି ଯୋଜନାକୁ ଦିଲ୍ଲୀ ସରକାରଙ୍କ ମଂଜୁରୀ, ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀର ମହିଳାମାନଙ୍କୁ ଉପହାର ଦେଇଛନ୍ତି ବିଜେପି ସରକାର । ନିର୍ବାଚନ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ମହିଳା ସମୃଦ୍ଧି ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁସାରେ ମହିଳାମାନଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ । ବିଜେପି ପକ୍ଷରୁ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସିଏମ ରେଖା ଗୁପ୍ତା, ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବ, […]

Read More Text.