ବିଟିପୁର ଉପଡ଼ାକଘର ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗ, ତହସିଲଦାରଙ୍କ ଚିଠିର ଉତ୍ତର ରଖୁନାହାନ୍ତି ଡାକ ଅଧିକାରୀ
ଆଗରପଡ଼ା :ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ,ଭଦ୍ରକଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରେରଣ ପାଇଁ ପତ୍ର ଲେଖିବାକୁ ଇତି ମଧ୍ୟରେ ୧୪ ମାସ ବିତି ଯାଇଥିଲେ ସୁଦ୍ଧା ଅଧିକାରୀ ଉତ୍ତର ନରଖିବା ତାଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁ ନିର୍ଦ୍ଦେଶ କରିବା ସହ ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗ ପ୍ରସଙ୍ଗରେ ରହିଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ; ଜିଲ୍ଲା ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ […]
Read More Text.