Air pollution

ବାୟୁ ପ୍ରଦୂଷଣ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରଶାସନର କଟକଣା ଜାରି

ବାରିପଦା: ଗତକିଛି ଦିନ ହେଲା ମୟୂରଭଞ୍ଜରେ ବାୟୁ ପ୍ରଦୂଷଣ ଖୁବ୍ ଦ୍ରୁତ ଗତିରେ ବଢ଼ିଚାଲିଛି । ବାୟୁର ଗୁଣବତ୍ତା(ଏକ୍ୟୁଆଇ) ବିଭିନ୍ନ ପ୍ରଦୁଷକ କାରକର ମାତ୍ରା ବଢ଼ି ଚାଲିଥିବାରୁ ଏବେ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଛି । ଏଣୁ ଜିଲ୍ଲାରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକର ନିଷ୍ପତି କ୍ରମେ ଜନସାଧାରଣଙ୍କ ପାଇଁ ବିଭିନ୍ନ […]

Read More Text.
Cold wave and dense fog in north india

ଜାଡ଼ରେ ଥରୁଛି ମୟୁରଭଞ୍ଜ; ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ତାପମାତ୍ରା 

ବାରିପଦା: ଶିମିଳିପାଳରେ ତାପମାତ୍ରା ଶୂନଡିଗ୍ରୀ କୁ ଖସିଥିବାର ଆରସିସିଏଫ ପକ୍ଷରୁ ସୂଚନା ଦିଆଯାଇଅଛି l ଚଳିତ ବର୍ଷ ଏହା ଶିମିଳିପାଳ ରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଅଛି l ଶିମିଳିପାଳ ର ଉପରବାରାକାମୁଡା ରେ ଶୂନ ଡିଗ୍ରୀ ରେକର୍ଡ କରାଯାଇଅଛି l ସେହିପରି ଶିମିଳିପାଳ ର ଅନ୍ୟ କିଛି ସ୍ଥାନ ଯଥା ଚହଲା ରେ ଦୁଇ ଡିଗ୍ରୀ, ଗୁଦଗୁଡ଼ିଆ ଏବଂ ବୋରେଇପାଣିରେ ପାଞ୍ଚ ଡିଗ୍ରୀ କୁ ପାରଦ ଖସିଅଛି l ଗତ 48 ଘଣ୍ଟା ମଧ୍ୟରେ ଶିମିଳିପାଳ […]

Read More Text.
Tfgnjhv 1068x561

କ୍ଷମତା ପାଇଁ ଏକାଠି ହେଲେ ବିଜେପି-କଂଗ୍ରେସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ପୌର ପରିଷଦରେ କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ଅମ୍ବରନାଥ ପୌରପାଳିକା ଦଖଲ କରିବା ପାଇଁ ଏହି ଅଜବ ମେଣ୍ଟ ହୋଇଛି । ଯାହା କେବେ ଘଟିବ ନାହିଁ ବୋଲି ଆଶା କରାଯାଉଥିଲା ତାହା ଏବେ ଘଟିଛି । କ୍ଷମତା ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇଛି । ମହାରାଷ୍ଟ୍ରର ସ୍ଥାନୀୟ ନେତାମାନେ ନିର୍ବାଚନ […]

Read More Text.
Wp news img 2

Odisha Government Doctors Defy ESMA, Continue Two-Hour OPD Boycott Over Unfulfilled Demands

Bhubaneswar, 7/1 : Government doctors across Odisha are continuing their two-hour outpatient department (OPD) boycott daily, defiantly flouting the Essential Services Maintenance Act (ESMA) invoked by the state government. The ongoing protest, now in its second week, stems from a deep-seated frustration over a slew of long-pending and unfulfilled demands, leading to a palpable healthcare […]

Read More Text.
Whatsapp image 2026 01 07 at 2.08.49 pm 1068x579

ଟ୍ରମ୍ପଙ୍କ ଉପରେ ଖୁସି ନାହାଁନ୍ତି ମୋଦୀ!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ରୁଷୀୟ ତୈଳ କ୍ରୟ ପାଇଁ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଉପରେ ଅସନ୍ତୁଷ୍ଟ। ହାଉସ୍ ରିପବ୍ଲିକ୍ ସଦସ୍ୟଙ୍କ ରିଟ୍ରିଟ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଆଲୋଚନାକୁ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା-ଭାରତ […]

Read More Text.
Wp news img 0

Baripada Adopts Stringent Anti-Pollution Measures, Drawing Lessons from Odisha’s Urban Environmental Challenges

Baripada, 7/1 : The ancient town of Baripada, nestled in the heart of Mayurbhanj district, has officially rolled out a comprehensive and stringent set of anti-pollution measures, marking a pivotal shift towards environmental sustainability. The move comes as local authorities proactively address burgeoning environmental concerns, taking cues from the escalating pollution crises previously witnessed and […]

Read More Text.
14 2 e1767802924819 300x126

୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ, ଏଥର ରବିବାର ହେବ କି ବଜେଟ୍‌ ଉପସ୍ଥାପନ ?

ନୂଆଦିଲ୍ଲୀ: ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଲୋକମାନେ ସୋସିଆଲ ମିଡିଆରେ ଆଗାମୀ କେନ୍ଦ୍ରୀୟ ବଜେଟ୍ ପାଇଁ ସେମାନଙ୍କର ଆଶା ପ୍ରକାଶ କରିବା ଆରମ୍ଭ କରିଛନ୍ତି। ପ୍ରତିବର୍ଷ ପରି, ଏହା ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାର ଆଶା କରାଯାଉଛି। ତଥାପି, ଏହି ବର୍ଷ, ୧ ଫେବୃଆରୀ ରବିବାର ପଡୁଛି ଏବଂ ଏହା ରବିଦାସ ଜୟନ୍ତୀ ସହିତ ମଧ୍ୟ ପଡୁଛି । ଫଳସ୍ୱରୂପ, କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନର ତାରିଖ ପରିବର୍ତ୍ତନ ହୋଇପାରେ ବୋଲି […]

Read More Text.

ଜେଲରେ ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତ

ନୂଆଦିଲ୍ଲୀ : ଦେବରିୟା ଜିଲ୍ଲା ଜେଲରେ ବନ୍ଦୀ ଥିବା ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଦେଓରିଆ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଗତକାଲି ରାତି ପ୍ରାୟ ୨ଟା ସମୟରେ ଡାକ୍ତରମାନେ ତାଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ […]

Read More Text.
1573657162supreme court of india 1 1068x634

ବୁଲା କୁକୁରଙ୍କୁ ନେଇ ନିଜ ରାୟ ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ପୁଣି ଥରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିଛନ୍ତି । କୋର୍ଟ ପୂର୍ବ ଶୁଣାଣିରୁ ନିଜର ମତ ବଜାୟ ରଖିଛନ୍ତି। ଏଥିରେ କୁହାଯାଇଛି ଯେ କୁକୁର କେତେବେଳେ କାମୁଡ଼ିବ ତାହା ନିର୍ଣ୍ଣୟ କରିବା ପାଇଁ କେହି ତା’ର ମନ ପଢ଼ିପାରିବ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ରାଜ୍ୟଗୁଡ଼ିକ ଏସମ୍ପର୍କରେ ପ୍ରତିକ୍ରିୟା ଦେଇନାହାଁନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଉଲ୍ଲେଖନୀୟ ଯେ ବୁଲା କୁକୁରଙ୍କ ସମ୍ପର୍କରେ […]

Read More Text.
Trump 1

ଭେନେଜୁଏଲାରୁ ଆମେରିକାରେ ସିଧାସଳଖ ପହଞ୍ଚିବ ୫୦ ମିଲିୟନ ବାରେଲ ତେଲ: ଟ୍ରମ୍ପ

ଭେନେଜୁଏଲା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲା ତେଲ ଉପରେ ଆମେରିକାର କବଜା କରିଛି ଘୋଷଣା କଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ବର୍ତ୍ତମାନ ସେଠାକାର ତୈଳ ସମ୍ପଦ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭେନେଜୁଏଲାର ଅନ୍ତରୀଣ କର୍ତ୍ତୃପକ୍ଷ ଆମେରିକାକୁ ୩୦ ରୁ ୫୦ ମିଲିୟନ ବାରେଲ୍ ତେଲ ହସ୍ତାନ୍ତର […]

Read More Text.