ବହୁ ପ୍ରତିକ୍ଷିତ ଅଟଳ ବସଷ୍ଟାଣ୍ଡ ଶିଳାନ୍ୟାସ କଲେ ସାଂସଦ ଓ ଵିଧାୟକ
ବାରିପଦା : ମୟୂରଭଂଜ ଜିଲ୍ଲାର ସିମାନ୍ତ ଆଦିବାସୀ ଅଧ୍ୟୁଷିତ ଯାମଦାଵ୍ଳକର ବହୁ ପ୍ରତିକ୍ଷିତ ନୂତନ ବସଷ୍ଟାଣ୍ଡକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।ଯାତ୍ରାକୁ ଲାଗି ପଡୋଶୀ ଝାଡଖଣ୍ଡ ସିମାନ୍ତ ଲାଗି ରହିଛି ।ତଦସହ ଝାଡ଼ଖଣ୍ଡ ଓ ଯାମଦା ଅଞ୍ଚଳର ସଂଯୋଗୀକରଣ ବହୁତ ଭଲ ଅଛି ।ତଦସହ ଯାମଦା ଓ ପଡ଼ୋଶୀ ରାଜ୍ୟର ସାମାଜିକ, ବୈବାହିକ , ପାରିବାରିକ ଓ ସାଂସ୍କୃତିକ ସମ୍ପର୍କ ରହିଛି ।ଯାମଦାରୁ ଝାଡ଼ଖଣ୍ଡର ଚାଇଁଵସା,ରାଜନଗର,କେନ୍ଦୁଝର ,ରାଇରଙ୍ଗପୁର,ବାରିପଦା,ଜାମସେଦପୁର, ରାଜଧାନୀ ଭୂବନେଶ୍ବର,ରାଉରକେଲାକୁ ବସ ଚଳାଚଳ କରୁଛି । […]
Read More Text.