ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣା, ଜଣେ ଗିରଫ
ଭୁବନେଶ୍ୱର : ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣାରେ ଜଣେ ଗିରଫ । ମିର୍ଜା ଇସଲମ୍ ବେଗଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେ ପୋଲିସ ଉପରକୁ ଆକ୍ରମଣ ଯୋଜନା କରିଥିଲ। ଢେଲା ପଥର ମାଡ଼ ନେଇ ପୂର୍ବରୁ ଯୋଜନା କରିଥିଲା । ମିର୍ଜା ଇସଲମ୍ ବେଗ ନାଁରେ ପୂର୍ବରୁ ତିନିଟି ଅପରାଧିକ ମାମଲା ରହିଛି । ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । […]
Read More Text.