ମନ୍ଦିରରେ କଳା କନା ବୁଲେଇଲେ ଦୁବୃର୍ତ୍ତ
ବାରିପଦା – ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଭୁଟୁକାବାଦି ପଞ୍ଚାୟତ ଅନ୍ତର୍ଗତ ଭୁଲବେଡା ଗ୍ରାମସ୍ଥ ସୁଉଚ୍ଚ ପର୍ବତ ଶିଖରରେ ବହୁ ପୁରାତନ ରାଜାରୁଜୁଡା ଅମଳରୁ ପୂଜା ପାଇଁ ଆସୁଛନ୍ତି ଜଳେଶ୍ବର ବାବା । ପ୍ରତିବର୍ଷ ଶିବରାତ୍ରିକୁ ବାହାର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କୋଣେ ଅନୁକୋଣେ ଏହି ଶିବରାତ୍ରି ଜାଗର ମେଳାରେ ଭକ୍ତ ଓ ମାନସିକ ଧାରୀ ଆସି ପୂଜା କରି ଆସୁଛନ୍ତି । ଏଠାରେ ଯେଉଁ ମାନେ ମାନସିକ କରନ୍ତି ଜଳେଶ୍ଵର ବାବା ସେମାନଙ୍କ ମନସ୍କାମନା […]
Read More Text.