ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ବାରିପଦା : ରଜପର୍ବ ବିଭିନ୍ନ ଜାଗାରେ ଧୁମଧାମରେ ପାଳନ କରାଯାଉଛି l କେଉଁଠି ରଜଦୋଳି ତ ଆଉ କେଉଁଠି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ l ମାତ୍ର ତିରିଂ ବ୍ଲକର ବଡ଼ନାରିଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଦେଓଗାମ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ରଜ ପର୍ବ ଦିନ ଉକ୍ତ ଗ୍ରାମ ସମେତ ଆଖପାଖ ଅଞ୍ଚଳର  ଚଳିତ ବର୍ଷ ମ୍ୟାଟ୍ରିକ ପାସ କରିଥିବା  ମେଧାବୀ ଛାତ୍ରଛାତ୍ରୀମାନଙ୍କୁ  ଚି଼ହ୍ନଟ କରି ସମ୍ବର୍ଦ୍ଧିତ କରାଯାଇଛି l ଦେଓଗାମ୍ […]

Read More Text.

ନାବାଳିକା ଦୁଷ୍କର୍ମ ମାମଲାରେ ପିଡିତା ପରିବାରଙ୍କୁ ସାକ୍ଷାତ କଲେ ରାଜ୍ୟ ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା   ଅଞ୍ଚଳରେ ଦିନ ଦ୍ୱିପ୍ରହରରେ  ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀକୁ ୪ ଯୌନପିପାଷୁ ଯୁବକ ଟେକି ନେଇ ଗଣ ଦୁଷ୍କର୍ମ କରିବା ଘଟଣା ସାରାରେ ଚାଞ୍ଚଲ୍ୟ ଖେଳାଇଛି l ଘଟଣାକୁ ନେଇ ବିଜେଡ଼ି ସୁପ୍ରିମୋ ନବିନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେଡି ଫାକ୍ଟ ଫାଇଣ୍ଡିଂ ଟିମ୍ ରାଇରଙ୍ଗପୁର ଗସ୍ତରେ ଆଜି ମଙ୍ଗଳବାର ଦିନ ଆସି ଟାଉନ ଥାନାରେ ପିଡିତା ଏବଂ ପରିବାରଙ୍କୁ ଭେଟିଥିଲେ ।କୌଣସି ନା କୌଣସି କାରଣରୁ ପଡିତା […]

Read More Text.

ରଜ ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାରିପଦା : ସ୍ଥାନୀୟ ପୋଲିସ ପଡିଆରେ ମା’ କିଚକେଶ୍ଵରୀ ଏକାଡେମୀ ତରଫରୁ ରଜ ପର୍ବ ଉପଲକ୍ଷେ କୁନିକୁନି ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ରଜ ପର୍ବ ବିଷୟରେ କୁଇଜ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅମ୍ବିକା, ହିରଣ୍ମୟ, ଲଲିତ୍, ଅଙ୍କିତ୍, ବିଦ୍ୟାଶା, ଦେବରାଜ୍, ବିଦ୍ୟାଭାରତୀ, ନିଶାନ୍ତ, ଶୀବାନି, ହିମାଲବୀର୍, ସ୍ନେହାଶିଷ, ସାଇ ସୁଭମ, କୌଶିକ, ସାନ୍ନଭି, ଭାଗ୍ୟଶ୍ରୀ, ଋଷି, ମାମିନା, ପ୍ରତ୍ୟୁଶା, କ୍ରିଷ୍ଣା, […]

Read More Text.

କୂଅକୁ ଖସିଲା ତୀର୍ଥଯାତ୍ରୀ ଭ୍ୟାନ୍, ୧୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ପଣ୍ଡରପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଏକ କୂଅ ମଧ୍ୟକୁ ଖସିପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଣ୍ଡରପୁର ଅଭିମୁଖେ ଯାଉଥିଲେ। ତେବେ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତା କଡ଼ରେ ଥିବା ଏକ ଗଭୀର କୂଅକୁ ଖସି ପଡ଼ିଥିଲା। ଘଟଣା ସମ୍ପର୍କରେ ଖବର […]

Read More Text.

NEET UG ପରୀକ୍ଷା ପାଇଁ ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ପରୀକ୍ଷାର ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକ ଲାଗିଛି । ଭାରତରେ ଟେଲିଗ୍ରାମକୁ ବନ୍ଦ କରାଯାଇଛି । NEET UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ […]

Read More Text.

B-52 ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ

ଆମେରିକା : ଆମେରିକା ଏୟାରଫୋର୍ସର B-52 ବୋମାବର୍ଷୀ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଦକ୍ଷିଣ କାଲିଫୋର୍ନିଆରେ ଅବସ୍ଥିତ ଏଡୱାର୍ଡସ୍ ଏୟାର ଫୋର୍ସ ବେସରୁ ଉଡ଼ାଣ ଭରିବାର କେବଳ କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଭୟାବହ ଦୁର୍ଘଟଣାରେ ସମସ୍ତ ୮ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସୋମବାର ସ୍ଥାନୀୟ ସମୟ ପ୍ରାୟ ସକାଳ ୧୧ଟା ୨୦ ମିନିଟରେ ଏଡୱାର୍ଡସ ଏୟାରଫୋର୍ସ ବେସରୁ ଉଡ଼ାଣ ଭରିବା ମାତ୍ରେ ଏହି ଦୁର୍ଘଟଣା ଘଟିଥିଲା। […]

Read More Text.
IMG 20260607 WA0082 750x430 1 300x172

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଲେଭଲ୍ ମିଟିଂ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା। ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ଗୃହ ବିଭାଗ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଭିଆଇପି କାର୍ଯ୍ୟସୂଚୀ ସହ ସାଧାରଣ ଜନତାଙ୍କ ସୁବିଧାକୁ ପ୍ରାଥମିକତା ସହ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରଶାସନ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]

Read More Text.
Nityananda ganda 1 1

ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ, ରହିଛି ୧୬୭୮ ବନାନଗତ ଭୁଲ

ଭୁବନେଶ୍ୱର : ଭୁଲ୍ ପଢୁଛନ୍ତି ଆଉ ଭୁଲ ଦେଖୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ । ବହିରେ ରହିଛି ୧୬୭୮ ବନାନଗତ ଭୁଲ । ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକାଧିକ ପାଠ୍ୟପୁସ୍ତକ ଗୁଡ଼ିକରେ ବ୍ୟାପକ ବନାନ ଓ ତଥ୍ୟଗତ ତ୍ରୁଟି ଦେଖିବାକୁ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାନ, ସାମାଜିକ ବିଜ୍ଞାନ, କୌଶଳ ବୋଧ, ଖେଳ ଶିକ୍ଷା ଓ […]

Read More Text.

ଭୁବନେଶ୍ୱର ଏମ୍ସ ତରଫରୁ ରାଇରଙ୍ଗପୁରରେ ଆୟୋଜିତ ହେବ ନିଃଶୁକ୍ଳ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର 

ବାରିପଦା : ଚଳିତ ତା ୧୯ଜୁନ ୨୦୨୬ ରିଖରେ  ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭୁବନେଶ୍ୱର ଏମ୍ସ ଚିକିତ୍ସାଳୟର ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ନିଶୁଳ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଇତିମଧ୍ୟରେ ଭୁବନେଶ୍ୱରର ଏମ୍ସର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିଇଓ ଡଃ ଆଶୁତୋଷ ବିଶ୍ୱାସ, ମେଡିକାଲର ନିର୍ଦ୍ଦେଶକ  ଡଃ ପ୍ରଭାସ ରଞ୍ଜନ ତ୍ରିପାଠୀ, ବିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଜିତ ସରକାର, ଲୋକ ସମ୍ପର୍କ ଅଧିକାରୀ (ପିଆରଓ) ରାଜକିଶୋର ଦାସ , ସହକାରୀ […]

Read More Text.

 ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଇବା ପାଇଁ ରାଜ୍ୟ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମୀକ୍ଷା   

ବାରିପଦା : ମହାମହିମ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ରାଇରଙ୍ଗପୁର ଗସ୍ତ ପ୍ରସ୍ତୁତି ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ପ୍ରଶାସନିକ ସ୍ତରୀୟ ସମନ୍ଵୟ ସମିତି ଵୈଠକ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରକୁ ଆସନ୍ତା ୧୯ ଓ ୨୦ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ବୈଠକରେ ଗସ୍ତ ସମ୍ବନ୍ଧୀୟ ସମସ୍ତ […]

Read More Text.