ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ପକ୍ଷରୁ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି
ବାରିପଦା- ବରପୁତ୍ର ଙ୍କ ପାଇଁ ଦିନ ଟିଏ l ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମ ରେ ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ଓ ବାରିପଦା ର ସମସ୍ତ ମହିଳା ଆଇନଜୀବୀ ଙ୍କ ମିଳିତ ଆନୁକୂଲ୍ୟରେ ସଂଘର କେନ୍ଦ୍ରୀୟ ଉପ ସଭାପତି ବରିଷ୍ଠ ଆଇନ ଜୀବି ସୁଜାତା ମିଶ୍ର ଙ୍କ ନେତୃତ୍ୱ ରେ ଏପ୍ରିଲ୍ ୨୧ରେ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଛି l ବାରିପଦା କୋର୍ଟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ […]
Read More Text.