ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା। ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।
Read More Text.Author: ONN
ଲିଫ୍ଟରେ ଚାପିହୋଇ ରୋଗୀ ମୃତ
ଭଦ୍ରକ: ଲିଫ୍ଟରେ ଚାପିହୋଇ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମୀନତି ପରିଡା। ଶ୍ୱାସ ଓ ଥାଇରଏଡ଼ ସମସ୍ୟା ଥିବାରୁ ଗୁରୁବାର ସେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆସିଥିଲେ। ବହିର୍ବିଭାଗରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରାଇଥିଲେ। ତାଙ୍କୁ ମହିଳା ମେଡିସିନ ୱାର୍ଡକୁ ଷ୍ଟ୍ରେଚର ଯୋଗେ ଲିଫ୍ଟରେ ନିଆ ଯାଉଥିବାବେଳେ ହଠାତ ଲିଫ୍ଟ ଡୋରରେ ମହିଳା ଜଣକ ଚାପି […]
Read More Text.ମହାନଦୀରେ ଗାଧୋଇବା ବେଳେ ଅଘଟଣ: ଦୁଇ ମୃତ, ଜଣେ ଉଦ୍ଧାର
କଟକ: ମହାନଦୀରେ ପୁଣି ଅଘଟଣ ଘଟିଛି। ଯୋବ୍ରା ଆନିକଟ ନିକଟରେ ଆଜି ଅପରାହ୍ଣରେ ୨ ଜଣ ବୁଡ଼ିଯାଇଛନ୍ତି। ଅନ୍ୟଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସାଈ ବେହେରା ଓ ପିଙ୍କୁନ୍ ଜେନା। ସୂଚନା ଅନୁସାରେ କଟକର ମହାନଦୀର ଯୋବ୍ରା ଆନିକଟ ନିକଟକୁ ନଦୀକୂଳସାହିର ସାଈ ଓ ପିଙ୍କୁନ୍ଙ୍କ ସମେତ ଅନ୍ୟ କିଛି ପିଲା ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଏଥିରୁ ସାଈ ଓ ପିଙ୍କୁନଙ୍କ ସମେତ ୩ ଜଣ ପିଲା ଭାସିଯାଇଥିଲେ। କୂଳକୁ ଆସିବା […]
Read More Text.ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ଅରୁଣ କଲେ କଟାକ୍ଷ
ପୁରୀ: ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ କହୁଥିଲେ, ‘ଭାରତ ଗ୍ରାମରେ ବାସ କରେ’। ଏଥିରେ କୌଣସି ଦ୍ଵିମତ ନାହିଁ। ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମରେ ବାସ କରନ୍ତି। ଓଡ଼ିଶାର ୮୩ ପ୍ରତିଶତ ଲୋକେ ଗ୍ରାମରେ ବାସ କରନ୍ତି । ତେଣୁ, ଯେତେଦିନ ପର୍ଯ୍ୟନ୍ତ ଗ୍ରାମର ବିକାଶ […]
Read More Text.ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ ପରେ ଆକ୍ସନ ମୁଡ୍ ରେ ଭାରତୀୟ ସେନା । ସମୁଦ୍ରରେ ନୌସେନାର ଜୋରଦାର୍ ପ୍ରସ୍ତୁତି। INS ସୁରତରୁ ଅତ୍ୟାଧୁନିକ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ପରୀକ୍ଷା କଲା ଭାରତୀୟ ନୌସେନା।
Read More Text.ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ
ବାଲେଶ୍ୱର: ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି । ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ପରିବାକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ମୃତ ପ୍ରଶାନ୍ତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ […]
Read More Text.ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି I ପ୍ରତ୍ୟେକ ଦଳ ୯ ଜଣ ୧୯ ବର୍ଷରୁ କାମ ଓ ୬ ଜଣ ୧୬ ବର୍ଷରୁ କମ ବୟସର ଖେଳାଳିଙ୍କୁ ନେଇ ଗଠିତ I ମ୍ୟାଚରେ ଗୋଟିଏ ଦଳରେ ଦଳରେ ୭ ଜଣ ୧୯ ବର୍ଷରୁ କମ ଓ ୪ ଜଣ ୧୬ ବର୍ଷରୁ କମ ଖେଳାଳି ରହିବା ଅନିବାର୍ଯ୍ୟ ବୋଲି କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି […]
Read More Text.ଶିକ୍ଷକ ନେତା ଗଣେଶ୍ୱର ପଣ୍ଡାଙ୍କ ବିୟୋଗ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ତଥା ନିଖିଳ ଉତ୍କଳ ପ୍ରାଥମିକ ଫେଡେରେସନର ବର୍ଷିଆନ ଶିକ୍ଷକ ନେତା ସ୍ବର୍ଗତ ଗଣେଶ୍ୱର ପଣ୍ଡା ଗତକାଲି ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ତାଙ୍କ ମୃତ୍ୟୁ ଶିକ୍ଷକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ତଥା ତାଙ୍କ ଅବଦାନ ଶିକ୍ଷକ ସମାଜ କେବେ ଭୁଲି ପାରିବ ନାହିଁ ବୋଲି ପୂର୍ବତନ ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ପାଣି ପ୍ରକାଶ କରିଛନ୍ତି I ଯେଉଁ ସମୟରେ ଓଡ଼ିଶାର ଶିକ୍ଷକ […]
Read More Text.ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ ଜଣେ ଗୁରୁତର
ବାରିପଦା: ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତା ରାଇରଙ୍ଗପୁର ଠାରୁ ୫ କିମି ଦୂର ରାଇରଙ୍ଗପୁର କଲେଜ ସନ୍ନିକଟ ପେଟ୍ରୋଲ ପମ୍ପ ଛକରେ ବାଇକ ସହ ବାଇକ୍ ସହ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହିଷାନେଦା ଗ୍ରାମର ମନୋରଞ୍ଜନ ଗୋପ(୪୨) ପେଟ୍ରୋଲ ପମ୍ପ ଛକରେ ବାଇକ(OD11M5241) ରେ ଯାଉଥିବାବେଳେ ଅନ୍ୟ ଏକ ବାଇକ୍(ODO1AL 9361) ସହ ମୁହାଁମୁହିଁ […]
Read More Text.ବିଚ୍ଛିନ୍ନାଞ୍ଚଳରେ ବରପୁତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେଲେ ଓଡ଼ିଆ ଭାଇ
ବାରିପଦା: ବିଚ୍ଛିନ୍ନାଞ୍ଚଳ ତଥା ଝାଡ଼ଖଣ୍ଡର ପୂର୍ବ ସିଂଭୂମ ସମେତ ଜାମସେଦପୁରରେ ଓଡ଼ିଶାର ବରପୁତ୍ର ସମେତ ମାନଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ଦିନେଶ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶାସନ ଗମ୍ଭାରିଆ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ସମେତ ଗୁହ୍ୟାପାଳ , ବହଡ଼ାଗୋଡା ଖଣ୍ଡାମୌଦା, ପାଞ୍ଚରୋଳିଆ ଠାରେ ଥିବା ଭିନ୍ନ ଭିନ୍ନ ପ୍ରତିମୂର୍ତ୍ତି କୁ ସଫେଇ ଓ ସଂରକ୍ଷଣ କାର୍ଯ୍ୟ କରା ଯାଇଥିବା […]
Read More Text.