ଭାରତର ଆକ୍ରମଣ ଭୟରେ ଚୀନ୍ ଶରଣରେ ପାକିସ୍ତାନ
ଇସଲାମାବାଦ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ଭାରତ ପକ୍ଷରୁ ଆକ୍ରମଣର ଭୟ କରୁଛି। ଗତ ଦୁଇ ଦିନ ଧରି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଶନିବାର ନୂତନ କୌଶଳ ଆପଣେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ନିରପେକ୍ଷ ତଦନ୍ତ ପ୍ରସ୍ତାବ ଦେଇଥିବା ବେଳେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏକ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛନ୍ତି। କିନ୍ତୁ ଭାରତର ମନୋଭାବ ଦେଖି ପାକିସ୍ତାନ ନିଜର ବନ୍ଧୁ ଚୀନ୍ର ଶରଣ […]
Read More Text.