Iran us

ଅନ୍ତ ହେଲା ଆମେରିକା-ଇରାନ ଯୁଦ୍ଧ, ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ଆମେରିକା : ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ବ୍ୟକ୍ତିଗତ ଭାବେ ସ୍ୱାକ୍ଷର କରିଥିବା ନେଇ ସୂଚନା ରହିଛି। ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ ବନ୍ଦ ହୋଇଥିବା ହର୍ମୁଜ୍ […]

Read More Text.
School

ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ, ପୁରୀ ଜିଲ୍ଲାରେ ୨୨ରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର : ଜୁନ ମାସରେ ବି କମିନି ତାତି । ସଭିଏଁ ଗରମରେ ହନ୍ତସନ୍ତ । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର । ୧୯ ତାରିଖରୁ ୨୫ ତାରିଖ ଯାଏଁ ହେବ ସକାଳୁଆ ସ୍କୁଲ । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । […]

Read More Text.
Bhadrak

ପୂର୍ବ ଶତ୍ରୁତାକୁ ନେଇ ୱାର୍ଡ ସଭ୍ୟଙ୍କୁ ହତ୍ୟା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଏବେ ଭଦ୍ରକ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୱାର୍ଡ ସଭ୍ୟଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ କଟରାଗଡିଆ ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତ ୱାର୍ଡ ସଭ୍ୟ ହେଲେ ଜଗନ୍ନାଥ ସାହୁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ […]

Read More Text.
IMG 20260617 WA0144

 ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅଵ୍ୟବହିତ ପୂର୍ବରୁ “ସ୍ୱଛତା ସେ ସ୍ୱାଗତ ” କାର୍ଯ୍ୟକ୍ରମ

ବାରିପଦା : ପାଞ୍ଚ ଦିନିଆ ସଫେଇ ଅଭିଯାନ କ୍ରମରେ ରାଇରଙ୍ଗପୁର ପୌରପାଳିକା ତରଫରୁ ଆଜି ଶୁଭାରମ୍ଭ ହେଲା “ସ୍ୱଚ୍ଛତା ସେ ସ୍ୱାଗତ ” କାର୍ଯ୍ୟକ୍ରମ।  ଚଳିତ ଜୁନ ମାସ ୧୯ ଓ ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅବ୍ୟବହିତ ପୂର୍ବରୁ ପାଞ୍ଚ ଦିନିଆ ସଫେଇ ଅଭିଯାନ କ୍ରମରେ ଆଜି ରାଇରଙ୍ଗପୁର ଠାରେ “ସ୍ୱଛତା ସେ ସ୍ୱାଗତ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ […]

Read More Text.
IMG 20260617 WA0142

ରଜ ଅବସରରେ ହରିଣା ଶୈବପୀଠରେ ପ୍ରସିଦ୍ଧ ହରିଣା ମେଳା 

ବାରିପଦା  : ପ୍ରତିବର୍ଷ ଭଳି ରେ ସଂକ୍ରାନ୍ତି ଅବସରରେ ଓଡିଶା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ଯର ହରିଣା ଶୈବପୀଠରେ  ସପ୍ତାହବ୍ୟାପୀ ପ୍ରସିଦ୍ଧ ହରିଣାମେଳା ଜୁନ ୧୩ ତାରିଖରୁ ଶୁଭାରମ୍ଭ ହୋଇ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ସ୍ଥାନୀୟ ଲୋକେ କୁହନ୍ତି ୧୮୫୬ ମସିହାରେ ଏହି ଦୁର୍ଗତ ହରିଣା ଅଞ୍ଚଳରେ ଏହି ଶୈବପୀଠରେ ମୁକ୍ତେଶ୍ଵର ବାବାଙ୍କ  ପୂଜାର୍ଚ୍ଚନା ହୋଇ ଆସୁଛି ।କିମ୍ବଦନ୍ତୀ କହେ ଶୈବପୀଠରେ ବହୁବର୍ଷ ପୂର୍ବେ ଏହି  ଦୁର୍ଗମ ଜଙ୍ଗଲରେ ଏକ ସ୍ଥାନରେ ଏକ […]

Read More Text.
Telegram delhi

ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ , ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ

ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପୂର୍ବରୁ କୋର୍ଟରେ ପହଞ୍ଚିଲା ଟେଲିଗ୍ରାମ୍ । ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ । ନିଟ୍-ୟୁଜି ପୁନଃ ପରୀକ୍ଷାର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସାମୟିକ ବ୍ୟାନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଟେଲିଗ୍ରାମ । ମାମଲାର ଗୁରୁତ୍ୱକୁ ଦେଖି ଜଷ୍ଟିସ୍ ତେଜସ କାରିଆଙ୍କ ଖଣ୍ଡପୀଠ ଆଜି ଏହାର ଜରୁରୀ ଶୁଣାଣି କରିବେ । ଗତ ମେ ୩ ତାରିଖରେ ହୋଇଥିବା ମୂଳ NEET-UG ପରୀକ୍ଷାର […]

Read More Text.
Screenshot 2026 06 17 194817 2026 06 17 20 02

ଜି-୭ ଶିଖର ସମ୍ମିଳନୀରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବହୁ ପ୍ରତୀକ୍ଷତ ସାକ୍ଷାତ ସମୟରେ ଦୁଇ ନେତା ଉଭୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀ ଅବସରରେ ହର୍ମୁଜ୍ ପ୍ରଣାଳୀ ଅବରୋଧ ଏବଂ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଖୋଲା ରଖିବା ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି […]

Read More Text.
School student 1 300x169

ଅନୁଗୋଳରେ ୨୨ ଓ ସୁବର୍ଣ୍ଣପୁରରେ ୨୦ ପର୍ଯ୍ୟନ୍ତ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟିକୁ ବଢ଼ାଇ ଦିଆଯାଇଛି।ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲମାନଙ୍କ ପାଇଁ ଏହି ନିର୍ଦ୍ଧେଶାନାମା ଜାରି କରାଯାଇଛି। ସେହିଭଳି ଭାବରେ  ସୁବର୍ଣ୍ଣପୁରରେ ୨୦ ତାରିଖ ଯାଏ […]

Read More Text.

ତୁଟିଲା ରଥଖଳା ବିବାଦ, ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ତୁଟିଲା ବିବାଦ, ଚାଲିଲା ରଥକାମ। ରଥଖଳା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବ ପରି ପୁଣି ଥରେ ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକଙ୍କ ସହ ଆଲୋଚନା ପରେ ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣାମାନଙ୍କ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଟଳିଛି। […]

Read More Text.
3

କୁଦାନଗରୀ ପର୍ଯ୍ୟଟନସ୍ଥଳୀର କାୟାକଳ୍ପ ବଦଳିବ: ଭିତ୍ତିଭୂମିର ବିକାଶ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମୀକ୍ଷା ଓ ପ୍ରତିଶ୍ରୁତି

ଗରଦପୁର : ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ପୀଠ କୁଦାନଗରୀ ପର୍ଯ୍ୟଟନସ୍ଥଳୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟାର ଗରଦପୁର ବ୍ଲକ ଗସ୍ତ ଅବସରରେ ଏହି ପ୍ରାଚୀନ ପୀଠ ପରିଦର୍ଶନ କରି ଏହାର ଭିତ୍ତିଭୂମି ଏବଂ ସାମଗ୍ରିକ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ କୁଦାନଗରୀ ପର୍ଯ୍ୟଟନସ୍ଥଳୀରେ ଥିବା ପାନ୍ଥ ନିବାସର ଆଧୁନିକୀକରଣ ଏବଂ ସେଠାରେ ପର୍ଯ୍ୟଟକ ତଥା […]

Read More Text.