୭ବର୍ଷ ପରେବି ଅନିଶ୍ଚିତତାରେ ପ୍ରକଳ୍ପ, ଅର୍ଥାଭାବରୁ ଅଧପନ୍ତରିଆ ଅବସ୍ଥାରେ କଲ୍ୟାଣମଣ୍ଡପ

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠିକ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ତେଣୁ ଜନ କଲ୍ୟାଣରେ କଲ୍ୟାଣମଣ୍ଡପ କେବେ ଲାଗିବ […]

Read More Text.

ଏବେ ଲଢ଼େଇ ଡିପ୍ଲୋମାଟିକ୍ ନୁହେଁ କାଇନେଟିକ୍ ହେବ: ଶଶି ଥରୁରଙ୍କ ଚେତାବନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ରହିଛି। ସେହି ସମୟରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ଏହି ସମୟରେ କଂଗ୍ରେସ ନେତା ଶଶି ଥରୁର ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢ଼େଇ ଡିପ୍ଲୋମାଟିକ୍ ନୁହେଁ କାଇନେଟିକ୍ ହେବ। […]

Read More Text.

ଅକ୍ଷୟ ତୃତୀୟାରୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆରମ୍ଭ ହେବ ପ୍ରତି ଘଣ୍ଟାର ମୁଖ୍ୟ ସମ୍ବାଦ

ସମ୍ବଲପୁର : ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଆସନ୍ତାକାଲି (ଏପ୍ରିଲ ୩୦) ଅକ୍ଷୟ ତୃତୀୟା ଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଖବର ଶୀର୍ଷକ (News Headlines) ପ୍ରସାରଣ କରାଯିବ। ଶ୍ରୋତାମାନେ ୧୦୧ ଏଫ୍‌‌.ଏମ. ମହାନଦୀ ଏବଂ ୯୪୫ କିଲୋହର୍ଜ ଯୋଗେ ପ୍ରତି ଘଣ୍ଟାର ମୁଖ୍ୟ ସମ୍ବାଦ ଗୁଡ଼ିକୁ ଶୁଣିପାରିବେ। ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଖୁବ୍‌‌ଶୀଘ୍ର ଆଉ ଦୁଇଟି ସୂଚନା ଭିତିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ […]

Read More Text.

ପହଲ୍‌ଗାମ୍‌ ଆକ୍ରମଣ ; କଟକରେ ଏନଆଇଏର ୩ ଜଣିଆ ଟିମ୍‌

କଟକ : କଟକରେ ଏନଆଇଏ ଟିମ୍‌ । କଟକ ଦେଉଳସାହିରେ ଏନଆଇଏର ୩ ଜଣିଆ ଟିମ୍‌ ମଙ୍ଗଳବାର ପଚରାଉଚରା କରିଛନ୍ତି। ରଞ୍ଜିତ ଭୋଳଙ୍କ ଘରେ ପ୍ରାୟ ୨ ଘଣ୍ଟା ପଚରାଉଚରା କରିଛି ଟିମ୍‌। ପହଲ୍‌ଗାମ୍‌ ଆତଙ୍କୀ ଆକ୍ରମଣ ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର। ବାପା, ମାଆ, ପୁଅ, ବୋହୂ, ୪ ଜଣ ପହଲ୍‌ଗାମ୍‌ ବୁଲିବାକୁ ଯାଇଥିଲେ। ନିଜ ଆଖିରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡକୁ ଦେଖିଥିଲେ । ସୌଭାଗ୍ୟବଶତଃ ସମସ୍ତେ ଜୀବନ ବଞ୍ଚାଇ ଫେରି ଆସିଥିଲେ।

Read More Text.

ମେ ୨ରୁ ଓଜେଇଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଭୁବନେଶ୍ୱର,୨୯ା୪: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା ଦେବେ। ଚଳିତବର୍ଷ ୩ଟି ସିପ୍ଟରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ସିପ୍ଟ ପରୀକ୍ଷା ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ସିପ୍ଟ ପରୀକ୍ଷା ମଧ୍ୟାହ୍ନ […]

Read More Text.

‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଭୁ‌ବନେଶ୍ବର: ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ କହିଛନ୍ତି। ଆୟୁଷ୍ମାନରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି।ସ୍ୱାସ୍ଥ୍ୟସେବାରେ ବଡ଼ ଭୂମିକା ଗ୍ରହଣ କରିବ ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହେଲେ। ତେବେ […]

Read More Text.

ଭାରତର ଯୁଦ୍ଧାଭ୍ୟାସ ନେଇ ପାକିସ୍ତାନ ଭୟଭୀତ: ଇସଲାମାବାଦ-ରାୱଲପିଣ୍ଡିରେ ଉଡୁଛି ଯୁଦ୍ଧ ବିମାନ

ଇସଲାମାବାଦ: ଭାରତ ସହିତ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ବାୟୁସେନା କରାଚୀ, ଇସଲାମାବାଦ, ରାୱଲପିଣ୍ଡି ଏବଂ ସ୍କାର୍ଦୁ ଉପରେ ବିମାନ ପାଟ୍ରୋଲିଂକୁ ଯଥେଷ୍ଟ ବୃଦ୍ଧି କରିଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଭାରତୀୟ ବାୟୁସେନାର ଯୁଦ୍ଧ ଅଭ୍ୟାସକୁ ନେଇ ପାକିସ୍ତାନ ମଧ୍ୟ ଚିନ୍ତିତ। ଏହି ଅଭ୍ୟାସରେ, ଭାରତୀୟ ବାୟୁସେନାର ଡଜନ ଡଜନ ଲଢୁଆ ବିମାନ ସଠିକ୍ ଆକ୍ରମଣ ଅଭ୍ୟାସ କରୁଛନ୍ତି। ଏହି ସମୟରେ, ଭାରତୀୟ ନୌସେନା ମଧ୍ୟ ଆରବ […]

Read More Text.

ସେନାକୁ ନିଷ୍ପତ୍ତି ନେବାର ଅଧିକାର ଦେଲେ ସରକାର : ଆକ୍ରମଣର ଲକ୍ଷ୍ୟ ଓ ସମୟ ସ୍ଥିର କରିବ ସେନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ପାକିସ୍ତାନକୁ ଜବାବ ଦେବାକୁ ଏହି ବୈଠକରେ ଭାରତର ତିନି ସେନାକୁ ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି । ସେନା ଆକ୍ରମଣର ଟାର୍ଗେଟ୍ ଓ ସମୟ ସ୍ଥିର କରିବ । ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଆତଙ୍କବାଦକୁ ଉଚିତ ଜବାବ ଦେବୁ। ଆକ୍ରମଣର ଲକ୍ଷ୍ୟ ଏବଂ ସମୟ ସେନା ଦ୍ୱାରା ସ୍ଥିର […]

Read More Text.

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମେ ୨୯ ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ

ନୂଆଦିଲ୍ଲୀ, ୨୯।୪: ଭାରତର ମହାକାଶ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆସନ୍ତା ମେ ୨୯, ୨୦୨୫ରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଉଡ଼ାଣ କରିବେ। ଏକ୍ସିଅମ ସ୍ପେସର ଏକ୍ସ-୪ ମିଶନର ଅଂଶ ଭାବେ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ମିଶନ ପାଇଲଟ ଭାବେ ସାମିଲ ହେବେ। ଏହା ହେଉଛି ୧୯୮୪ରେ ରାକେଶ ଶର୍ମାଙ୍କ ସୋଭିଏତ ସୋୟୁଜ ମହାକାଶ ଯାତ୍ରା ପରେ ଭାରତର […]

Read More Text.

ଜଷ୍ଟିସ ଭୂଷଣ ରାମକୃଷ୍ଣ ଗାଭାଇ ହେବେ ଭାରତର ପରବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଭୂଷଣ ରାମକୃଷ୍ଣ ଗାଭାଇ ହେବେ ଭାରତର ପରବର୍ତ୍ତି ନୂଆ ମୁଖ୍ୟ ବିଚାରପତି । ସେ ହେବେ ଭାରତର ୫୨ତମ ମୁଖ୍ୟ ବିଚାରପତି । ତାଙ୍କ ନାମକୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନାମକୁ ଅନୁମୋଦନ କରିଛନ୍ତି । ଜଷ୍ଟିସ୍ ଗଭାଇ ୧୪ ମଇ, ୨୦୨୫ରେ ଭାରତର ୫୨ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ଭାରତର ବର୍ତ୍ତମାନର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ତାଙ୍କ ନାମ ସୁପାରିଶ କରିଥିଲେ। […]

Read More Text.