Qatar

ଭାରତକୁ କତରର ସମର୍ଥନ ! ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ : ମୁସଲିମ ଦେଶ କତରର ଅମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ସେ ପହଲଗାମ ହତ୍ୟାକାଣ୍ଡରେ ମୃତ ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ। ସେ ଆତଙ୍କବାଦୀମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଥିଲେ। କତରର ଆମୀରଙ୍କ ସହ ଏହି ଆଲୋଚନା କେବଳ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ପାକିସ୍ତାନ ପାଇଁ ମଧ୍ୟ ଅଧିକ ଚିନ୍ତାଜନକ […]

Read More Text.

ଦେଶବ୍ୟାପୀ ହେବ ମକ୍ ଡ୍ରିଲ୍: କ’ଣ କରିବେ ଓ କ’ଣ କରିବେନି, ୧୦ଟି ଜିନିଷ ଉପରେ ଧ୍ୟାନ ରଖନ୍ତୁ ନାଗରିକ

ଭୁବନେଶ୍ୱର, ୫ା୫: ମେ ୭ ତାରିଖରେ, ଭାରତ ୨୪୪ଟି ନିର୍ଦ୍ଦିଷ୍ଟ ଜିଲାରେ ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବ। ଏହି ପଦକ୍ଷେପ ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆଶା ଏବଂ ଭାରତ-ପାକିସ୍ତାନ ସୀମାରେ ଉଚ୍ଚ ସୁରକ୍ଷା ସତର୍କତା ମଧ୍ୟରେ ହେଉଛି। ଯଦିଓ ଏହି ଅଭ୍ୟାସ ସତର୍କତାମୂଳକ ଏବଂ ଭାରତର ଦୀର୍ଘକାଳୀନ ଜାତୀୟ ପ୍ରସ୍ତୁତି ରଣନୀତିର ଏକ ଅଂଶ, ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ପ୍ରସ୍ତୁତି ନିଶ୍ଚିତ କରିବା ଆବଶ୍ୟକ ଯାହା ଦେଶର ସୁରକ୍ଷା ବଜାୟ […]

Read More Text.

ଜାତିଗତ ଜନଗଣନା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସରକାରଙ୍କ ଜାତିଗତ ଜନଗଣନା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତେଲେଙ୍ଗାନା ମଡେଲକୁ ଗ୍ରହଣ କରିବା ସହିତ ଏହି ପ୍ରସଙ୍ଗରେ ଶୀଘ୍ର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଏକ ସାମ୍ବିଧାନିକ ସଂଶୋଧନ ଦ୍ୱାରା ସଂରକ୍ଷଣ ଉପରେ ୫୦ ପ୍ରତିଶତ ସୀମା ହଟାଇବା ଏବଂ ଘରୋଇ ଶିକ୍ଷାନୁଷ୍ଠାନରେ ଅନୁଚ୍ଛେଦ ୧୫(୫) ଅନୁଚ୍ଛେଦକୁ […]

Read More Text.

ପହଲଗାମ ପୀଡିତଙ୍କ ପାଇଁ ସମଗ୍ର ବିଶ୍ୱରେ ରାଲି ଓ ପ୍ରାର୍ଥନା ସଭା ଜାରି

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମର୍ଥନ ଜଣାଇବା ପାଇଁ ସମଗ୍ର ବିଶ୍ୱରେ ଭାରତୀୟ ସମୁଦାୟ ଶାନ୍ତିପୂର୍ଣ୍ଣ ରାଲି ଏବଂ ପ୍ରାର୍ଥନା ସଭା ଜାରି ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଜର୍ଜିଆର ଭାରତୀୟ ସମୁଦାୟ ଆଟଲାଣ୍ଟାରେ ଏକ ପ୍ରତିବାଦ ରାଲି ଆୟୋଜନ କରିଥିଲା, ଯେଉଁଥିରେ ଆମେରିକୀୟ କଂଗ୍ରେସ ସଦସ୍ୟ ରିଚ୍ ମ୍ୟାକକର୍ମିକ ଆତଙ୍କବାଦକୁ ନିନ୍ଦା କରିବା ସହ ଉଗ୍ରବାଦୀ ହିଂସାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଏକତା ପାଇଁ ଆହ୍ୱାନ ଦେଇଥିଲେ । ଚାଉମବର୍ଗର ନ୍ୟାସନାଲ ଇଣ୍ଡିଆ […]

Read More Text.
1

ପିଏମ୍‌ ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୬।୫ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସହିତ ଜଡିତ ଏକ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ସରକାର ଯୋଗ୍ୟତା ସର୍ତ୍ତାବଳୀରେ ପରିବର୍ତ୍ତନ କରିଥିବାରୁ ଏବେ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ। ପୂର୍ବରୁ ଏହି ଯୋଜନାରେ ଆବେଦନ କରିବା ପାଇଁ ୧୩ଟି ସର୍ତ୍ତ ପୂରଣ କରିବା ଜରୁରୀ ଥିଲା, ଏବେ ଏହି ସଂଖ୍ୟା ୧୦କୁ ହ୍ରାସ କରାଯାଇଛି। ଏହାର ଅର୍ଥ ହେଉଛି ଏବେ ୧୩ଟି ବଦଳରେ କେବଳ ୧୦ଟି ସର୍ତ୍ତ ପୂରଣ କରିବାକୁ […]

Read More Text.
Pindi 5may

ଯୁଦ୍ଧ ପୂର୍ବରୁ ରାୱଲପିଣ୍ଡିରେ ଜରୁରୀକାଳୀନ ପରିସ୍ଥିତି

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଭାରତ ପ୍ରଥମେ ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବାକୁ ଯୋଜନା କରିଛି। ଏନେଇ ଭାରତ ପକ୍ଷରୁ ଜମ୍ମୁ-କଶ୍ମୀରରେ ବଗଲିହାର ଏବଂ ସିୟାଲ ଡ୍ୟାମ୍‌ର ଗେଟ୍ ବନ୍ଦ କରାଯିବା ପରେ ‌ଚେନାବ ନଦୀରେ ପ୍ରବାହିତ ଜଳସ୍ତର କମିବାରେ ଲାଗିଛି। ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳ ବନ୍ଦ ହୋଇଯାଇଛି। ଫଳରେ ଚେନାବର ଜଳସ୍ତର ୨୨ ଫୁଟରୁ କମି ୧୫ ଫୁଟ ହୋଇଯାଇଛି। ଗତ ୨୪ […]

Read More Text.

ପାକିସ୍ତାନ ସେନା ଗାଡ଼ି ଉଡ଼ାଇଲା ବିଏଲଏ, ୧୦ ମୃତ

କ୍ବେଟା: ଗୋଟିଏ ପଟେ ପାକିସ୍ତାନ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ଆଶଙ୍କିତ ଥିବାବେଳେ ଅନ୍ୟପଟେ ବଲୋଚ ବିଦ୍ରୋହୀମାନେ ପାକିସ୍ତାନ ସେନା ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି । ବିଏଲଏ ପକ୍ଷରୁ କ୍ୱେଟାର ମାର୍ଗତ ଅଞ୍ଚଳରେ ପାକ ସୈନିକ ଥିବା ଏକ ଟ୍ରକକୁ ଆଇଇଡି ମାଧ୍ୟମରେ ଉଡ଼ାଇଦିଆଯାଇଛି । ଏହା ଫଳରେ ୧୦ ଜଣ ପାକ୍ ସୈନ୍ୟ ମୃତ୍ୟୁବରଣ କରିଛନ୍ତି ବୋଲି କୁହାଯାଉଛି । କିନ୍ତୁ ପାକ୍ ସେନା ପକ୍ଷରୁ ଏପର୍ଯ୍ୟନ୍ତ ଏହି ମୃତ୍ୟୁସଂଖ୍ୟାକୁ ସ୍ପଷ୍ଟ କରାଯାଇନାହିଁ […]

Read More Text.

ବହୁ ପ୍ରତିକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର କଲେ ଭାରତ-ବ୍ରିଟେନ

ନୂଆଦିଲ୍ଲୀ, ୬।୫: ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି। ଯାହା ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ରଣନୀତିଗତ ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚୁକ୍ତିକୁ ଏକ “ଐତିହାସିକ ମାଇଲଖୁଣ୍ଟ” ବୋଲି ଅଭିହିତ କରିଛନ୍ତି ଏବଂ ଏହା ଦୁଇ ଦେଶର ବ୍ୟାପକ ରଣନୀତିଗତ ଭାଗୀଦାରୀକୁ ଆହୁରି ଗଭୀର କରିବ ବୋଲି କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ […]

Read More Text.

ଇତିହାସରେ ପ୍ରଥମ, ସାବରୀମାଳା ମନ୍ଦିର ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ଏଥିସହ ଏହାକୁ ଦେଶର ଇତିହାସରେ ଏକ ଗର୍ବର ମୁହୂର୍ତ୍ତ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଏସପିଜି ଓ ମନ୍ଦିର ପରିଚାଳନା […]

Read More Text.
Img 20250505 wa0206

ବେତନଟି ବ୍ଲକର ମାଟ୍ରିକ୍ ଟପ୍ପର୍ ପ୍ରିୟଙ୍କା ମହାପାତ୍ର ସମ୍ମାନିତ

ବାରିପଦା -, ଭାରତୀୟ ଷ୍ଟେଟ ବ୍ୟାଙ୍କର ବେତନଟୀ ଶାଖା ପକ୍ଷରୁ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ବେତନଟି ବ୍ଲକରେ ସର୍ବୋଚ୍ଚ ମାର୍କ ରଖିଥିବା ପ୍ରିୟଙ୍କା ମହାପାତ୍ରଙ୍କୁ ମାନ ପତ୍ର ଓ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଛି। ଏହି ଅବସରରେ ପ୍ରିୟଙ୍କାଙ୍କର ପିତା ଶ୍ରୀ ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ଥିବା ବେଳେ ଓ ଏମପିସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅର୍ଜୁନ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ପ୍ରିୟଙ୍କା ମହାପାତ୍ର […]

Read More Text.