ଜାମଦାରେ କୃଷକ ରେଜିଷ୍ଟର ସଚେତନତା ରଥର ଶୁଭାରମ୍ଭ

ବାରିପଦା: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାମଦା ଆନୁକୂଲ୍ୟରେ କୃଷକ ରେଜିଷ୍ଟର ସଚେତନତା ରଥକୁ ଜାମଦା ତହସିଲଦାର ସର୍ବେଶ୍ବର ଜାଲ୍ ଓ ଜାମଦା ବ୍ଳକ କୃଷି ଅଧିକାରୀଣୀ ଶୁଭଲକ୍ଷ୍ମୀ ଦାଶ ନଡ଼ିଆ ଫଟାଇ ଶୁଭାରମ୍ଭ କରିଛନ୍ତି |କୃଷି ବିଭାଗର ସମସ୍ତ କର୍ମଚାରୀ ଆରଆଇ,ଏଆରଆଇ,ଚାଷୀ ଭାଇ,ସମାଜସେବୀ,ରାଜ୍ୟ ୟୁଏସ୍ଆଇ ସଂଗଠକ ଉପସ୍ଥିତିରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି |ଏହି ରଥ ର ଲକ୍ଷ୍ୟ ଜାମଦା ବ୍ଲକର ପ୍ରତି ପଞ୍ଚାୟତରେ ସରକାରଙ୍କ ଡିଜିଟାଲ କୃଷି ଅଧିନରେ କୃଷକ ପଞ୍ଜିକରଣ ବିଷୟରେ ସଚେତନ […]

Read More Text.

ଜିଲ୍ଲାସ୍ତରୀୟ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ

ବାରିପଦା ବନଖଣ୍ଡ ତରଫରୁ ଏକ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର‌୍ୟ୍ୟକ୍ରମ ବାଲିଡିହା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ଓ ଏକ ଶାଳଗଛ ମୁଳରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିଥି ମାନେ ଜଙ୍ଗଲରେ କିଭଳି ଭାବରେ ନିଆଁ ନଲାଗିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ସହକାରୀ ବନ ସଂରକ୍ଷକ ଶ୍ରୀ ଯୁକ୍ତ ରବି ନାରାୟଣ ମହାନ୍ତି ଲୋକମାନଙ୍କୁ […]

Read More Text.

ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ସଚେତନତା ଅଭିଯାନ

ଆଗରପଡ଼ା :ଭଦ୍ରକ ବନ୍ୟପ୍ରାଣୀ ବନାଚଂଳ ପକ୍ଷରୁ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ସାହୁଙ୍କ ନିର୍ଦ୍ଦେଶରେ ଭଦ୍ରକ ବନାଚଂଳ ଅଧିକାରୀ ପିତାମ୍ବର ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାରକୁ ନେଇ ଏକ ସଚେତନତା ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ସମୟରେ ବନ୍ୟପ୍ରାଣୀ ମାନେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଆସୁଥିବାରୁ ଏହାର ନିରାକରଣ ପାଇଁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲରେ ନିଆଁ ନଲଗାଇବା ସହିତ ଏହାର ପ୍ରତିରୋଧ କରିବା […]

Read More Text.

ମେଡ଼ିକାଲ ଫିଟନେସ ପ୍ରମାଣପତ୍ରରେ ଜାଲିଆତି, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

ଆଗରପଡ଼ା :ମେଡ଼ିକାଲ ଫିଟନେସ ପ୍ରମାଣପତ୍ରକୁ ଜାଲିଆତି କରି ଜନୈକ ଶିକ୍ଷକ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ଆସିବା ପରେ ଉକ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ବନ୍ତଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୫୫୫/୧୧.୦୩.୨୦୨୫ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ସୂଚନା ଅନୁଯାୟୀ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବସନ୍ତିଆ ୟୁପିଏମଇ ସ୍କୁଲ ସହକାରୀ ଶିକ୍ଷକ ମନୋରଜଂନ ସାହୁ ଗତ ବର୍ଷ […]

Read More Text.

୭ବର୍ଷ ପରେବି ଅନିଶ୍ଚିତତାରେ ପ୍ରକଳ୍ପ, କଲ୍ୟାଣମଣ୍ଡପ ଜନକଲ୍ୟାଣରେ ଲାଗିବା ନେଇ ପ୍ରଶ୍ନବାଚୀ

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠି୍‌କ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ; ସରକାରଙ୍କ ଯୋଜନା ମୁତାବକ ପ୍ରତି […]

Read More Text.

ବଢିବାରେ ଲାଗିଛି ରେଡିମେଡ ପୋଷାକର ଚାହିଦା, ସମୟଚକ୍ରରେ ହଜିବାକୁ ବସିଲାଣି ଦରଜୀ କୌଳିକ ବୃତ୍ତି

ଆଗରପଡ଼ା :ଆଧୁନିକ ଯୁଗରେ ରେଡିମେଡି ପୋଷାକର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସିଲେଇ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଦରଜୀମାନେ ନିଜର କୌଳିକ ବୃତ୍ତି ହରାଇବାକୁ ବସିଲେଣି । ଦରଜୀ ବୃତ୍ତିକୁ ଆଦରି ନେଇ ଯେଉଁମାନେ ଲୋକଙ୍କ ପୋଷାକ ମାପ ନେଇ ସିଲେଇ ମେସିନରେ କାମ କରି ଯାହା କିଛି ଉପାର୍ଜନ କରୁଥିଲେ ସେଥିରେ ସେମାନଙ୍କ ପରିବାର ପ୍ରତିପୋଷଣ କରି ଆସୁଥିଲେ । କିନ୍ତୁ ସମୟଚକ୍ରରେ ଲୋକଙ୍କ ସାମାଜିକ ଚଳଣି ବଦଳିବା ହେତୁ ସେମାନେ […]

Read More Text.

ଆମ ସଂସ୍କୁତି ଓ ଆମ ଖେଳନା କାର୍ଯ୍ୟକ୍ରମ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚଚାୟତ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ନିପୁଣ ଓଡ଼ିଶାର ଏକ ଅଭିନ୍ୱ ପ୍ରୟାସ ଆମ ସଂସ୍କୁତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘ।।ଟନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ଭଳି ଅଭିନ୍ୱ […]

Read More Text.

ବିଦ୍ୟାଳୟ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ମଙ୍ଗୁଲି ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାୟ ୨ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟରେ ନିର୍ମିତ ପେଣ୍ଡାଲର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବନ୍ତ ବ୍ଲକ ବିଆରସିସି ହରେକୃଷ୍ଣ ଆପଟ୍ଟ ଯୋଗ ଦେଇ ଏହି ଉନ୍ନତି ମୂଳକ […]

Read More Text.

ଏମଏସଏମଇ ଏବଂ ଆଇଟି କ୍ଷେତ୍ରର ଅଭିବୃଦ୍ଧି ପାଇଁ ଓଡ଼ିଶା ସରକାର ନିର୍ମାଣ ନିୟମକୁ ସହଜ କଲେ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡ଼ିଶା ନଗର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା ଏବଂ କୋଠା ମାନକ) ନିୟମ, ୨୦୨୧(ବିଜ୍ଞପ୍ତି ନମ୍ବର ୪୬୭, ତାରିଖ ୨୧.୦୨.୨୦୨୫) ଏବଂ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଏବଂ କୋଠା ମାନକ) ନିୟମ, ୨୦୨୦(ବିଜ୍ଞପ୍ତି ନମ୍ବର ୪୬୮, ତାରିଖ ୨୧.୦୨.୨୦୨୫) ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନଗୁଡ଼ିକୁ ଅଧିସୂଚିତ କରିଛି। ଏହି ସଂଶୋଧନଗୁଡ଼ିକ ରାଜ୍ୟର ସ୍ୱତନ୍ତ୍ର ଏବଂ ଫ୍ଲାଟେଡ୍ କାରଖାନା, ବିଶେଷକରି ଏମଏସଏମଇ କ୍ଷେତ୍ର ଏବଂ ଆଇଟି/ଆଇଟିଇଏସ […]

Read More Text.

ନଦୀ ନାଳ ନିକଟରେ ରହୁଥିବା ଲୋକମାନଙ୍କ ପ୍ରତି ରହିଛି କର୍କଟ ରୋଗ ବିପଦ : ଆଇସିଏମ୍‌ଆର

ଭୁବନେଶ୍ୱର,୧୨।୩: ଦେଶର ସର୍ବୋଚ୍ଚ ମେଡିକାଲ ପ୍ୟାନେଲ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ନଦୀ ନାଳ ନିକଟରେ ରହୁଥିବା ଲୋକମାନେ କର୍କଟ ରୋଗରେ ପୀଡିତ ହେବାର ବିପଦର ସମ୍ମୁଖୀନ ହୁଅନ୍ତି। ଇଣ୍ଡିଆନ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହି ଅଞ୍ଚଳଗୁଡ଼ିକରେ ବିପଦ ପରିମାଣ ନିରାପଦ ସୀମା ଅତିକ୍ରମ କରିଛି, ଯାହା ଗୁରୁତର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ […]

Read More Text.