ବାପାର ପତ୍ତା ମିଳୁନଥିବା ବେଳେ ମା ମୂଲ ଲାଗୁଛି, ତିନି ଝିଅଙ୍କୁ ସହାୟ ହେବା ପାଇଁ ନିବେଦନ

ଆଗରପଡ଼ା :ସ୍ୱାମୀଙ୍କ କୌଣସି ପତ୍ତା ମିଳୁନଥିବା ବେଳେ ଶାଶୁ ଘରେ ମୁଣ୍ଡ ଗୁଂଜିବା ମଧ୍ୟ ମନା ହେବା ପରେ ତିନି ନାବାଳିକା ଝିଅଙ୍କୁ ନେଇ ମା ଅସହାୟ ଅବସ୍ଥାରେ ଜିବନ ବିତାଇବା ସହ ପର ଘରେ ମୂଲ ଲାଗି ସେମାନଙ୍କ ମୁହଁରେ ଦାନା ଦେଉଥିବା ଜଜାପଡିଛି । ନିଜର ଜମିମାଡ଼ି ଜିଛି ନଥିବା ବେଳେ ରାସନକାର୍ଡ଼ କି ସରକାରୀ ଆବାସ ଟିଏ ମଧ୍ୟ ନାହିଁ । କେଣୁ ମା ଓ ଝିଅଙ୍କୁ ସରକାର ସହାୟ ହେବା ପାଇଁ … Continue reading ବାପାର ପତ୍ତା ମିଳୁନଥିବା ବେଳେ ମା ମୂଲ ଲାଗୁଛି, ତିନି ଝିଅଙ୍କୁ ସହାୟ ହେବା ପାଇଁ ନିବେଦନ