ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟେକେନ୍ଦ୍ର, ଜିଲ୍ଲାପାଳଙ୍କ ଗସ୍ତକୁ ୨ମାସ ବିତିଲା

ଜମି ବିବାଦ ଛିଡ଼ୁଡ଼ି କି ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଅଗ୍ରଗତି ଘଟୁନି! ଆଗରପଡ଼ା :ଗତ ଅଗଷ୍ଟ ମାସ ୨୨ ତାରିଖରେ ଜିଲ୍ଲାପାଳ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କରିଥିଲେ । ତାଙ୍କ ଗ୍ରସ୍ତକୁ ଇତି ମଧ୍ୟରେ ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିକାଶ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରୁ ନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଧିନ ଟିକିରା ମୌଜାର ପ୍ଲଟ ନଂ ୧୪ ଓ … Continue reading ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟେକେନ୍ଦ୍ର, ଜିଲ୍ଲାପାଳଙ୍କ ଗସ୍ତକୁ ୨ମାସ ବିତିଲା