ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ସ୍ୱାମୀ ପାଲଟିଲେ ବାପା, ପ୍ରକୃତ ଭତ୍ତାଟଙ୍କା ପାଇବାରୁ ବଂଚିତ ସୁମିତ୍ରା

ଆଗରପଡ଼ା: ସରକାର ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ ପ୍ରସ୍ତୁତ କରି ଏଥି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉକ୍ତ ଯୋଜନା ଗୁଡ଼ିକ ସଫଳ ହୋଇପାରୁନଥିବା ଜଣାପଡ଼ୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅର୍ନ୍ତଗତ ଆଡ଼ିଆ ଗ୍ରାମର ସୁମିତ୍ରା ସାହୁଙ୍କ କ୍ଷେତ୍ରରେ । ଜନ୍ମରୁ … Continue reading ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ସ୍ୱାମୀ ପାଲଟିଲେ ବାପା, ପ୍ରକୃତ ଭତ୍ତାଟଙ୍କା ପାଇବାରୁ ବଂଚିତ ସୁମିତ୍ରା