ପ୍ରତିଶ୍ରୁତିରେ ବନ୍ଧା ଆଗରପଡ଼ା-ବରପଦା ରାସ୍ତା

ଆଗରପଡ଼ା: ଗତ ୩ ତାରିଖରେ ସିପିଆଇ(ଏମ)ପକ୍ଷରୁ ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ଦାବି ପୁର୍ବକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଏହାର ତୁରନ୍ତ ମରାମତି କରାନଗଲେ ଧାରଣା ଦିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । କିନ୍ତୁ ୧୫ ଦିନ ପରେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର ଦଳ ପକ୍ଷରୁ ଆଗରପଡ଼ା ମୁଖ୍ୟ ବଜାର କୁପାରୀ ଛକ ନିକଟରେ ଧାରଣା ଦିଆଯାଇଥିଲା । … Continue reading ପ୍ରତିଶ୍ରୁତିରେ ବନ୍ଧା ଆଗରପଡ଼ା-ବରପଦା ରାସ୍ତା