ବିପଦ ସଙ୍କୁଳ ବିଦ୍ୟୁତ ସବଷ୍ଟେସନ

ଆଗରପଡ଼ା:ବନ୍ତ ବ୍ଲକ ବିଦ୍ୟୁତ ବିଭାଗ ଅଧିନସ୍ଥ ଛୟାଳସିଂ ପଂଚାୟତ ଦୋଳସାହୀ ହରିଜନ ସାହିରେ ୧୬କେଭି ବିଦ୍ୟୁତ ସବଷ୍ଟେସନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ପଶୁପକ୍ଷୀଙ୍କ ସମେତ ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଉକ୍ତ ସବଷ୍ଟେସନକୁ ସିଧା କରିବା ସହ ଏହାର ଚାରିପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିବା ପାଇଁ ଶମ୍ଭୁନାଥ ଯେନା, ପଦ୍ମନାଭ ଜେନା, ଖଗେଶ୍ୱର ଜେନା, ଦିଲ୍ଲିପ ଜେନା, ଗୌତମ ଜେନା, ରଘୁନାଥ ଜେନା, ବାସୁଦେବ … Continue reading ବିପଦ ସଙ୍କୁଳ ବିଦ୍ୟୁତ ସବଷ୍ଟେସନ