ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୧୨ବର୍ଷ ପୁରିବାକୁ ବସିଲାଣି, ସରକାରୀ ସହାୟତା ପାଇବାରୁ ବଂଚିତ ଭିନ୍ନକ୍ଷମ ପରିବାର

ଆଗରପଡ଼ା:ଲୋକପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ କଥା ; ବଧିର ପରିବାରକୁ ମିଳିବ ସରକାରୀ ସାହାଯ୍ୟ ମାତ୍ର ସେହି ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଛି । ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ପାନପଦୀ ଗ୍ରାମରେ ଏହି ବଧିର ବ୍ରାହ୍ମଣ ପରିବାର ବସବାସ କରିଥାନ୍ତି । ପରିବାରର ସମସ୍ତେ ବଧିର ଏକଥା ବିଶ୍ୱାସ ହେଉନଥିଲେ ମଧ୍ୟ ନିରାଟ ସତ୍ୟ । ଉକ୍ତ ଗ୍ରାମରେ ବାଞ୍ଛାନିଧି ପଣ୍ଡାଙ୍କ ଘର । ସେ … Continue reading ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୧୨ବର୍ଷ ପୁରିବାକୁ ବସିଲାଣି, ସରକାରୀ ସହାୟତା ପାଇବାରୁ ବଂଚିତ ଭିନ୍ନକ୍ଷମ ପରିବାର