ତୁମ୍ଭାପଦୀ ଗାଁ ରାସ୍ତା ଶୋଚନୀୟ, ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ

ଆଗରପଡ଼ା: ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ୪ ନଂ ୱାର୍ଡ଼ ଅଧିନ ତୁମ୍ଭାପଦୀ ଗାଁ । ଏହି ଗାଁ ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ଏହି ଗାଁର ଲୋକ ସଂଖ୍ୟା ପାଖାପାଖି ୯୦୦ । ତନ୍ମଧ୍ୟରୁ ଭୋଟର ପାଖାପାଖି ୩୫୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ବାଙ୍କତିରା ସ୍କୁଲ ଠାରୁ ଏକ କାଦୁଅ ରାସ୍ତା ଏହାକୁ ସଂଯୋଗ … Continue reading ତୁମ୍ଭାପଦୀ ଗାଁ ରାସ୍ତା ଶୋଚନୀୟ, ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ