ବସୁଧା ଯୋଜନାର ବିକଳ ଚିତ୍ର, ଗୁଳ୍ମ ଘେରରେ ସୋଲାର ୱାଟର ପମ୍ପପିଙ୍ଗ ସିସ୍‌ଟମ

ଆଗରପଡ଼ା: ସରକାର ୨୦୨୪ରେ ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାଇତ୍ୱ ହୀନତା ଯୋଗୁଁ ଏହାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ । ବନ୍ତ ବ୍ଲକର ୨୫ ଟି ପଂଚାୟତର ବିଭିନ୍ନ ଗ୍ରାମରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଛି । ନିର୍ମାଣ ସରିଥିବା ବିଭିନ୍ନ ଗ୍ରାମରେ ଜଳ ଯୋଗାଣ ଆରମ୍ଭରୁ … Continue reading ବସୁଧା ଯୋଜନାର ବିକଳ ଚିତ୍ର, ଗୁଳ୍ମ ଘେରରେ ସୋଲାର ୱାଟର ପମ୍ପପିଙ୍ଗ ସିସ୍‌ଟମ