Basunga Patta 1

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ

ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପହଞ୍ଚିଲା ବାସୁଙ୍ଗା ପାଟ l ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗା ପାଟ l ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟକୁ ପ୍ରଶାସନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି l ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣା ଟସର ବ୍ୟବସାୟଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ କରାଯାଇଥିଲା । ପୂର୍ବରୁ ପାଟର ସାମ୍ପୁଲ ଚିହ୍ନଟ କରିବା ଲାଗି ବାଡ଼ଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପାଟର […]

Read More Text.
Rath

ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ସମ୍ପନ୍ନ

ପୁରୀ : ପବିତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ପାଳିତ ହେବାକୁ ଥିବାରୁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି । ସେଥିପାଇଁ  ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ତିନି ରଥର ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ଦ୍ଵାରା ସମ୍ପନ୍ନ ପରେ ତିନି ରଥର  ମହାରଣା ସେବକଙ୍କମାନେ ନାହାକା ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ ଜାରୀ ରହିଛି  l ତାଳଧ୍ଵଜ ରଥର ମୋଟ ୧୪ ଚକ ମଧ୍ୟରୁ ୨ […]

Read More Text.
Photo For The News Of Jodi Mahuri

ସମୟର ତାଳେ ତାଳେ ଅଲୋଡ଼ା ପ୍ରାୟ ଯୋଡ଼ି-ମହୁରୀ

ବନ୍ତ/ଆଗରପଡ଼ା :ଆଧୁନିକ ଦୁନିଆର ଆଧୁନିକ ପରଂପରାକୁ ଆପଣେଇବା ଇଛାରେ ମନୁଷ୍ୟ କ୍ରମଶଃ ଭୂଲିବାକୁ ବସିଲାଣି ପୁରାତନ ପରମ୍ପରାକୁ । ଏହି ଭିତରେ ବହୁ ସମ୍ପ୍ରଦାୟ ପାସୋରିବାକୁ ବସିଲେଣି ନିଜ କୈାଳିକ ବୃତ୍ତିକୁ । ପୁରାତନ ଦୁନିଆରେ ପବିତ୍ର ତଥା ମଙ୍ଗଳ ବାଦ୍ୟଭାବେ ଓଡ଼ିଆ ଘରେ ପରିଚିତ ତଥା ବାହାଘର,ବ୍ରତ ଘର,ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀରେ “ଯୋଡ଼ି-ମହୁରୀ”ଆଦିର ବହୁଳ ଭାବରେ ଆବଶ୍ୟକତା ରହୁଥିଲା । ବିନା ଯୋଡ଼ି-ମହୁରୀ,ନାଗରା,ଢୋଲ ଆଦିରେ ଉପରୋକ୍ତ କାର୍ଯ୍ୟ ସଂପାଦନ କରିବା ସମ୍ଭବ ପର ହୋଉପାରୁନଥିଲା […]

Read More Text.
Ratha

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ରଥ ନିର୍ମାଣର ତୃତୀୟ ଦିନରେ ରଥ ଖଳାରେ ଜୋର ଧରିଛି ରଥ କାମ । ତିନି ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ତିନି ରଥ ଲାଗି ୪୨ଟି ଚକର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ରୁ ଉର୍ଦ୍ଧ୍ଵ ତୁମ୍ବ କଟାଯାଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୪୨ଚକ ଲାଗି ୪୨ଟି ତୁମ୍ବ କଟାଯିବା ପରେ […]

Read More Text.
Ratha

ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ

ଆଜି ପବିତ୍ର ଅକ୍ଷୟ ତୃତୀୟାରେ ହୋଇଛି ଅଖି ମୁଠି ଅନୂକୂଳ। କ୍ଷେତରେ ବିହନ ବୁଣାର ଅନୁକୂଳ ସହ ଚାଷ କାମର ଶୁଭାରମ୍ଭ କରିଛି ଚାଷୀ। ସେହିପରି ଏହି ପବିତ୍ର ଦିନରେ ପୁରୀରେ ଘୋଷଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ। ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ରଥଖଳାରେ ପହଞ୍ଚିଥିଲେ। ବନଯାଗ ବିଧିରେ ପୂଜାର୍ଚ୍ଚନା ପରେ ବିଶ୍ୱକର୍ମା ମହାରଣାଙ୍କ ଶାଢ଼ୀ ବନ୍ଧା ହୋଇଥିଲା। ତା’ ପରେ ସୁନା କୁରାଢ଼ୀରେ ରଥ […]

Read More Text.
9126005936 1feff3d715 Z

ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା

ସମ୍ବଲପୁର: ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଆଜି ଆଦ୍ୟ ପର୍ବ। ଶିବ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ। ଆଜି ଅପରାହ୍ନରେ ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ ଥାଳ ଉଠିବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଓ ଅନୁଦାନ ସଂଗ୍ରହ କରାଯିବ।ବିଭିନ୍ନ ମନ୍ଦିରର ଶୀତଳଷଷ୍ଠୀ ଯାତ୍ରା କମିଟି ଯାତ୍ରା ପାଇଁ ଦାନ ସଂଗ୍ରହ କାମ ଆରମ୍ଭ କରିବେ। ଏଥିସହିତ ଚୟନ ହୋଇଥିବା ନୂଆ କନ୍ୟା […]

Read More Text.
Akhya 2

ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର :  ଆଜି ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ ।  ଆଜିର ଦିନରେ ଚାଷୀ ଭାଇମାନେ ଅକ୍ଷିମୁଠି ଅନୁକୂଳ କରିଥା’ନ୍ତି। ରଥ ନିର୍ମାଣର ଆରମ୍ଭ ବି ଏହି ପବିତ୍ର ଦିନରେ ହୋଇଥାଏ ।  ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ବଡ ପର୍ବ । ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ।  […]

Read More Text.
Ratha Katha 1

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ : ଆଜି ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଆସିକା ବନଖଣ୍ଡ ରୁ ଏହି କାଠ ଆସି ପହଞ୍ଚିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । ସମୁଦାୟ ୧୪ଗୋଟି ଫାଶୀ କାଠ ଆସିକା ବନଖଣ୍ଡରୁ ରଥଖଳାରେ ଆସି ପହଞ୍ଚିଛି । ରଥ ପାଇଁ ୫୦ଟି ଫାଶୀ କାଠର ଆବଶ୍ୟକତା ଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ କାଠ ଆସି ପହଞ୍ଚିବ । ୬ଫୁଟ ଗୋଲେଇ ବିଶିଷ୍ଟ ଏହି ଫାଶୀ କାଠରେ ରଥର ତୁମ୍ଭ ନିର୍ମାଣ କରାଯିବ […]

Read More Text.
Sdf

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ: ଆଉ କିଛି ଦିନ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଆସନ୍ତା ମେ’ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଦୀର୍ଘ ୨୧ ଦିନବ୍ୟାପୀ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗାରେ ବସି ଜଳ କ୍ରୀଡ଼ା କରିବେ । ଏନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି […]

Read More Text.
Hing

ଆରମ୍ଭ ହୋଇଛି ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା

ତାଳଚେର: ସମଗ୍ର ଭାରତରେ ଏମିତି ଏକ ପୀଠ ଅଛି ଯେଉଁଠି ଭକ୍ତଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । ନାଁ ଥାଏ ପୂଜକର ମନ୍ତ୍ର ଧ୍ବନି ନା କୈଣସି ପ୍ରତିବନ୍ଧକ । ଏହି ପୀଠ ସହ ସିଧାସଳଖ ରହିଛି ଶ୍ରୀକ୍ଷେତ୍ରର ସମ୍ପର୍କ । ବିଶ୍ବାସ ରହିଛି ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ଏଠାରେ ବିଜେ ହୁଅନ୍ତି । ଆଉ ଏହି ପୀଠ ହେଉଛି ଓଡିଶାର ପ୍ରମୁଖ ଶକ୍ତିପୀଠ ଭାବେ […]

Read More Text.