Tuesday, April 23, 2024

State

Img 20240421 Wa0269

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଚୟନ କୁ ନେଇ କର୍ମୀ ଙ୍କ ତୀବ୍ର ଅସନ୍ତୋଷ

ବାରିପଦା: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ରଙ୍ଗଲାଲ୍ ଧରମଶାଳା ପରିସରରେ ରବିବାର ସଂଧ୍ୟାରେ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଂସଦାଃଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚଳିତ ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ବିଧାନସଭା ପ୍ରାର୍ଥୀ ଯୋଗେନ୍ଦ୍ର ବାନରାଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ଯେ ପ୍ରାର୍ଥୀ ଶ୍ରୀଯୁକ୍ତ ବାନରା ଗତ ୧ […]

Heat Wave

୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ଆଉ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି | ଆଜି ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଉପରେ ଥିବାବେଳେ ୪୩.୮ ଡିଗ୍ରୀ ସେଲ୍ସିୟସ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି | ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ ସେଲ୍ସିୟସ, ପାରଳାଖେମୁଣ୍ଡିରେ ୪୨.୯ ଡିଗ୍ରୀ ସେଲ୍ସିୟସ, ବାରିପଦାରେ ୪୨.୬ ଡିଗ୍ରୀ ସେଲ୍ସିୟସ, ନୂଆପଡାରେ ୪୨.୪ ଡିଗ୍ରୀ ସେଲ୍ସିୟସ, […]

National & International

Kejr

ପ୍ରତିଦିନ ଡାକ୍ତରଙ୍କ ସହ କଥା ହେବାକୁ ଚାହୁଁଥିଲେ କେଜ୍ରିୱାଲ, ଅନୁମତି ଦେଲେନି କୋର୍ଟ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା ଲାଗିଛି। ସେ ମଧୁମେହ ରୋଗୀ ହୋଇଥିବାରୁ ଦୈନିକ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ପାରିବାରିକ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ। ହେଲେ ଏଥିପାଇଁ କେଜ୍ରିୱାଲଙ୍କୁ ଅନୁମତି ଦେଇ ନାହାନ୍ତି ଦିଲ୍ଲୀର ଗୋଟିଏ କୋର୍ଟ। କେଜ୍ରିୱାଲଙ୍କ ଆବେଦନ ଖାରଜ ହୋଇଥିଲେ ହେଁ କୋର୍ଟ ଏମ୍ସକୁ ଗୋଟିଏ ମେଡିକା ବୋର୍ଡ ଗଠନ କରିବାକୁ କହିଛନ୍ତି। ଏହି ବୋର୍ଡ କେଜ୍ରିୱାଲଙ୍କ […]

FOLLOW US